ଛାଡ୍ ହେବା ଘରୋଇ ସ୍କୁଲ୍ ଫି

0

କରୋନା ସମିଆ ନେ ସବୁ ସରକାରୀ ଆର୍ ଘରୋଇ ସ୍କୁଲ୍ ବନ୍ଦ ରହିଥିବାର୍ ନୁ ସ୍କୁଲ୍ ଫି ଛାଡ୍ କେ ନେଇକରି ବିବାଦ୍ ଚାଲିଥିଲା । ସେନେଇକରି ରାଜ୍ୟ ସରକାର୍ କିଛି ଶତ୍‌କଡା ସ୍କୁଲ୍ ମାନକଁର୍ ଫି ସବୁ ଛାଡ କରାଯିବା ବଲିକରି ନିଷ୍ପତି ନେଇଛନ୍ । ଗଣଶିକ୍ଷା ବିଭାଗ୍ ର ରିପୋର୍ଟ ଅନୁସାରେ ୭ଟା ସ୍ଲାବ୍‌ନେ ଫି ଛାଡ୍ କରାଯିବା ।

ଯେନଥି ଖାଏବାର୍ ଆର୍ ପରିବହନ୍ ର ଫି ସ୍କୁଲ୍ ଆଡୁ ଛାଡ୍ କରାଯିବା ତାର୍ ସାଙ୍ଗେ ୨୦୨୦-୨୦୨୧ ଭିତ୍‌ରେ କେନସି ବି ସ୍କୁଲ୍ ମନ୍‌ଇଛା ଫି ବଢେଇ ନାଇପାରେ । ଆର୍ ହଷ୍ଟେଲ୍ ଫି ବି ୩୦ ଶତକଡା ଛାଡ୍ କରାଯିବା ବଲିକରି ନିଷ୍ପତି ନିଆଯାଇଛେ । ଆର୍ ବର୍ଷେ ଥି ୬ହଜାର୍ ରହିଥିବା ସ୍କୁଲ୍ ଫି କେ ପୁରାପୁରି ଛାଡ୍ କରାଯିବା ବଲିକରି ରାଜ୍ୟ ସରକାର୍ ନିଷ୍ପତି ନେଇଛନ୍ ।

Leave A Reply

Your email address will not be published.