Browsing Tag

corn and cotton mandi

କପା-ମକା ମଣ୍ଡି ଖୁଲବାର ଲାଗି ଦାବି

ନୂଆପଡା ଜିଲ୍ଲା କପା ଆରୁ ମକା ଚାଷ ଉପରେ ଚାଷୀ ଅଏତକା ନିର୍ଭର କରିଥିସନ୍ । ଇ ବରଷ୍ ନୂଆପଡ଼ା ଜିଲ୍ଲାନେ ୮ ହଜାର ହେକ୍ଟର ଜମିନେ ମକା ଆରୁ ୧୨ହଜାର ହେକ୍ଟର ଜମିନେ କପାଚାଷ କରାଯାଇଛେ । ହେଲେ ଇହାଦେ ତକ୍ ଜିଲ୍ଲାନେ ମଣ୍ଡି ନାଇଁ ଖୁଲିଥିବାରନୁ ଚାଷୀ ମାନକଁର ଭିତରେ ଅସନ୍ତୋଷ ଦେଖବାକେ ମିଲିଛେ…