ଇନ୍ଦିରା ଗାନ୍ଧୀକଁର ଚରିତ୍ରନେ କଙ୍ଗନା

ଭାରତର ପହେଲା ମହିଲା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀକଁର ଜୀବନକେ ନେଇକରି ଫିଲ୍ମ

0

ଭାରତର ପହେଲା ମହିଲା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀକଁର ଜୀବନକେ ନେଇକରି ଫିଲ୍ମ ତିଆରି ହେବାକେ ଯାଉଛେ । ଇଥରେ ଅଭିନେତ୍ରୀ କଙ୍ଗନା ରଣାୱତ ଇନ୍ଦିରା ଗାନ୍ଧୀକଁର ଚରିତ୍ରନେ ନଜର ଆଏବେ । ଫିଲ୍ମ ନେଇକରି ଘୋଷଣା ହେଇସାରିଥିବାର ବେଲକେ ଫିଲ୍ମର ଟାଇଟଲ ଠିକ୍ ନୁହେ ହୁଏ । କଙ୍ଗନା ନିଜେ ଫିଲ୍ମର ପ୍ରଯୋଜନା ଦାୟିତ୍ୱନେ ରହେବବେ । ଇତାର ଆଘୋନୁ ଭିଲ୍ ସେ ରାଣୀ ଲକ୍ଷ୍ମୀ ବାଇକଁର ଚରିତ୍ର ହେଉ କି ତାମିଲନାଡୁର ଆଘରର ମହିଲା ମୁଖ୍ୟମନ୍ତ୍ରୀ ଜୟଲଳିତାକଁର ଚରିତ୍ରନେ ନଜର ଆସିସାରିଛନ୍ । ଜୟଲଳିତାକଁର ଉପରେ ତିଆର ଫିଲ୍ମ ‘ଥଲାଇଭି’ ଆଗକେ ରିଲିଜ୍ ହେବାକେ ଯାଉଛେ । ଇତାର ବାହାରେ ଫିଲ୍ମ ତେଜସ୍‌, ଧାକଡ ଲେଖେଁ ଭିଲ ଫିଲ୍ମ ଆସୁଛେ ଯେନଥିରେ କଙ୍ଗନା ଅଭିନୟ କରିଛନ୍ ।

Leave A Reply

Your email address will not be published.