ନିର୍ବାଚନ୍ ତାରିଖ୍ ଘୁଷଣା

୪ ରାଜ୍ୟ ସାଙ୍ଗେ ଗୁଟେ କେନ୍ଦ୍ର ଶାସିତ ଅଂଚଳର ନିର୍ବାଚନ୍ ତାରିଖ ଘୁଷଣା

0

ଭାରତ ନିର୍ବାଚନ ଆୟୋଗ ଆଡୁ ନିର୍ବାଚନ୍ ତାରିଖ୍ ଘୁଷଣା କରାଯାଇଛେ । ଦେଶର ୪ଟା ରାଜ୍ୟ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ସାଙ୍ଗେ କେନ୍ଦ୍ର ଶାସିତ ଅଂଚଳ ପୁଡୁଚେରୀନେ ହେବାକେ ଥିବାର ନିର୍ବାଚନ୍ ତାରିଖ୍ ଘୁଷଣା କରାଯାଇଛେ । ମୁକ୍ୟ ନିର୍ବାଚନ୍ କମିଶନର ସୁନୀଲ ଆରୋରା ଦିଲ୍ଲୀର ବିଜ୍ଞାନ ଭବନଠାନେ ଆୟୋଜିତ୍ ଗୁଟେ ସାମ୍ବାଦିକ୍ ସମ୍ମଲନୀନେ ସୂଚନା ଦେଇଛନ୍ । ପଶ୍ଚିମବଙ୍ଗନେ ୮ଟା ଖେପ୍‌ନେ, ଆସାମ୍‌ନେ ୩ଟା ଖେପ୍ ଆରୁ ତାମିନଲନାଡୁ, କେରଳ, ପୁଡୁଚେରୀନେ ଗୁଟେ ଖେପ୍‌ଥି ନିର୍ବାଚନ୍ କରାଯିବା । କରୋନା ଗାଇଡଲାଇନ୍‌କେ ଗୁରୁତ୍ୱ ଦିଆଯାଇକରି ନିର୍ବାଚନ୍ ହେବାର ନେଇକରି କହିଛନ୍ ନିର୍ବାଚନ୍ କମିଶନର ।

Leave A Reply

Your email address will not be published.