Browsing Tag

cuttack bali jatra

କଟକ ବାଲିଯାତ୍ରା ଉପରେ ଲାଗଲା ରୋକ୍‌

ଇ ବଛର କରୋନା ଲାଗି ଫିକା ପଡିଛେ ସବୁ ଯାନିଯତରା ପୁନି ପରବ । ରାଜ୍ୟନେ କରୋନା ସଂକ୍ରମଣ ହାଲତକେ ଦେଖିକରି ସବୁଥି ରୋକ୍ ଲଗା ଯାଉଛେ । ଆର ଇହାଦେ କଟକର ନାଁକରା ବାଲିଯାତ୍ରା ବି ନାଇଁହୁଏ ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୁଚନା ଦେଇଛନ । ଇ ବଛର ବାଲି ଯାତ୍ରା ଭିଲ ବନ୍ଦ କରାଯିବାର…