ନିଜର ସ୍କୁଲରେ ପରୀକ୍ଷା ଦେବେ ମାଟ୍ରିକ୍ ପରୀକ୍ଷାର୍ଥୀ

ଇ ବରଷ୍ କରୋନା ଲାଗି ଅଢେ ଘଣ୍ଟା ବଦଲେ ୨ ଘଣ୍ଟା ପରୀକ୍ଷା ଦେବେ ମାଟ୍ରିକ୍ ପରୀକ୍ଷା

0

ଇ ବରଷ୍ ମାଟ୍ରିକ୍ ପରୀକ୍ଷାର୍ଥୀମାନେ ନିଜର ସ୍କୁଲନେ ଦେବେ ପରୀକ୍ଷା । ଇଟା ନେଇକରି ମାଧ୍ୟମିକ ଶିକ୍ଷା ବୋର୍ଡ ଆଡୁ ଏନ୍ତା ସୂଚନା ଦିଆଯାଇଛେ । ସୂଚନା ହିସାବେ ମାଟ୍ରିକ୍ ପରୀକ୍ଷାର୍ଥୀମାନେ ନିଜର ସ୍କୁଲନେ ପରୀକ୍ଷା ଦେଲେ ଭିଲ୍ ସେ ସ୍କୁଲର ଶିକ୍ଷକ ନୀରିକ୍ଷକ୍ ନାଇଁ ହେଇପାରନ୍ । ଦୁଶରା ସ୍କୁଲର ଶିକ୍ଷକମାନେ ପରୀକ୍ଷା ନୀରିକ୍ଷକ ଭାବେ ନିୟୋଜିତ୍ ହେଇପାରବେ । ଇ ବରଷ୍ ମେଟ୍ରିକ୍ ପରୀକ୍ଷାର ଅବଧି ଭିଲ୍ କମେଇଦିଆଯାଇଛେ । ଛାତ୍ରଛାତୀମାନେ ଅଢେଇ ଘଣ୍ଟା ବଦଲେ ୨ ଘଣ୍ଟାର ପରୀକ୍ଷା ଦେବେ । କରୋନାକେ ଆଏଁଖ ଆଗାଡେ ରଖିକରି ମାଟ୍ରିକ୍ ପରୀକ୍ଷାର୍ଥୀମାନକଁର ସୁବିଧା ଲାଗି ଏନ୍ତା ନିଷ୍ପତ୍ତି ନିଆଯାଇଛେ ।

Leave A Reply

Your email address will not be published.