ଇ ବଛର ନାଇ ଖୁଲେ ସ୍କୁଲ୍‌

ଡିସେମ୍ବର ୩୧ ତକ୍‌ ହେବା ବନ୍ଦ୍

0

ଇ ବଛର ସ୍କୁଲ ନାଇ ଖୁଲବାର ଲାଗି ରାଜ୍ୟ ସରାକାର ଘୋଷନା କରିଛନ । ଆଗରୁ ନଭେମ୍ବରନେ ସ୍କୁଲ୍‌ ଖୁଲବା ବୋଲି ଶୁନାଯାଉଥିଲେ ଭିଲ୍‌ କରୋନା ସଂକ୍ରମନନେ ଛାତ୍ରଛାତ୍ରୀ ମାନକଁର ଦିହିଁପାହା ର ସୁରକ୍ଷାକେ ନେଇକରି ରାଜ୍ୟ ସରକାର ଡିସେମ୍ବର୩୧ ତକ୍‌ ସ୍କୁଲ୍‌ ବନ୍ଦ ରଖିକେ ନିଷ୍ପତି ନେଇଛନ । ପହେଲାନୁ ୯ନୁ୧୨ କ୍ଲାସ୍‌ ସ୍କୁଲ୍‌ ଖୁଲବାରକେ ନେଇକରି ବିଚାର ଚାଲିଥିଲା ହେଲେ ପରିସ୍ଥିତିକେ ଦେଖିକରି ସବୁ ସ୍କୁଲ୍‌ ବନ୍ଦ କରବାର ଲାଗି ଗଣଶିକ୍ଷା ବିଭାଗର ଶାସନ ସଚିବ ସତ୍ୟବ୍ରତ ସାହୁ ବିଜ୍ଞପ୍ତି ବାହାର କରିଛନ୍‌ । ସ୍କୁଲ ବନ୍ଦ ରହେଲେ ଭିଲ୍‌ ଅନଲାଇନ୍‌ ପାଠପଢା ସାଙ୍ଗେ ପ୍ରବେଶିକା ପରୀକ୍ଷା ଆରୁ ସ୍କୁଲ୍‌ ର ଅଲଗା କାର୍ଯ୍ୟକ୍ରମ୍‌ ମାନେ ଭିଲ୍‌ କରାଯିବା । କଣ୍ଟେନ୍‌ ମେଣ୍ଟ୍‌ ଜୋନ୍‌ ଛଡା ଅଲଗା ଯାଗାନେ ଟେଲିକାଉନସିଲିଂ ଆର୍‌ ଅଲଗା ଅଫିସିଆଲ୍‌ କାମ୍‌ ଲାଗି ମାଷ୍ଟର ମାନେ ସ୍କୁଲକେ ଯାଇପାରବେ । ୫ଦିନ୍‌ ଧରିକରି ମିଟିଙ୍ଗ୍‌ କରବାର ଉତାରୁ ଇ ନିଷ୍ପତି ନିଆଯାଈଛେ ଶ୍ରୀ ସାହୁ କହିଛନ୍‌ । ଛୁଆମାଙ୍କର ସୁରକ୍ଷା ସବୁନୁ ବେଶି ଜରୁରୀ ଆଏ ବୋଲି ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ ସମୀର ରଞ୍ଜନ୍‌ ଦାସ ସୁଚ୍‌ନା ଦେଇଛନ୍‌ ।

Leave A Reply

Your email address will not be published.