ଆନ୍ଧ୍ର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ଅଶ୍ୱିନୀ ପରିଡା

ଆନ୍ଧ୍ରପ୍ରଦେଶ ସରକାରକଁର ଆଡୁ ଫେରଘାଏ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ହେଲେ ଅଶ୍ୱିନୀ

0

ଫେର ଆନ୍ଧ୍ରପ୍ରଦେଶର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ହେଲେ ଅଶ୍ୱିନୀ ପରିଡା । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ମୁସ୍କୁଟି ଗାଁର ଶିକ୍ଷାବିତ୍ ସ୍ୱର୍ଗତ ଭାସ୍କର ପରିଡାକଁର ପୁଓ ଆରୁ ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ଅଶ୍ୱିନୀ ପରିଡା । ଇତାର ଆଗରୁ ଭିଲ୍ ଇ ପଦ୍‌ନେ ରହିକରି ଦାୟିତ୍ୱ ତୁଲେଇ ଆନ୍ଥିବାର ବେଲକେ ଫେରଘାଏ ତାକୁଁ ଇତାର ଦାୟିତ୍ୱ ଦିଆଯାଇଛେ । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍‌, ଜଗମୋହନ ରେଡ୍ଡୀ ତାକୁଁ ଶୁଭେଚ୍ଚଶ ଜନେଇଛନ୍ । ସେଆଡେ ଏନ୍ତା ଖବର ପାଏଲା ଉତାରୁ କଳାହାଣ୍ଡି ଜିଲ୍ଲାବାସୀକଁର ଭିତରେ ଉସନାକି ଦେଖବାକେ ମିଲିଛେ । କଳହାଣ୍ଡି ମୁସ୍କୁଟି ଗାଁନେ ଜନମ୍ ହେଇଥିବାର ଅଶ୍ୱିନୀ କେସିଙ୍ଗାନେ ପାଠ ପଢିଥିଲେ ।

Leave A Reply

Your email address will not be published.