କରୋନା ସ୍ଥିତି କେ ନେଇକରି କାଣା କହେଲେ ମୁଖ୍ୟମନ୍ତ୍ରୀ

0

କରୋନା ସଂକ୍ରମଣ ଇହାଦେ ସବ୍‌କର୍ ମୁଡଦୁଃଖା ବନିଛେ । ରାଏଜ୍‌ନେ ବି କରୋନା ସଂକ୍ରମଣ କମ୍ ନାଇ ଆର୍ କରୋନା କେ କେନ୍ତା କାବୁ କରାଯିବା ସେ ନେଇକରି ରାଜ୍ୟ ସରକାର କେତ୍‌ନିଟେ ଚେଷ୍ଟା ବି କରୁଛନ୍ । କରୋନା ସଂକ୍ରମିତ୍ ଲୋକ୍ ମାନକଁର୍ ସଂଖ୍ୟା ବଢୁଥିବାର୍ ନୁ କେନ ଜାଗା ରେ ଆଇସିୟୁ ର୍ ଅଭାବ୍ ହେଉଛେ ତ କେନ ଜାଗା ରେ ଅକ୍ସିଜେନ୍ । ସେ ନେଇକରି ମୁଖ୍ୟମନ୍ତ୍ରୀ ଉଚ୍ଚସ୍ତରୀୟ ସମିକ୍ଷା କରିଛନ୍ ଆର୍ ତାର୍ ଉତାରୁ କାଣା କହିଛନ ଜାନ୍‌ମା ପହରାର୍ ଇ ଭିଡିଓ ନେ

Leave A Reply

Your email address will not be published.