ଅନଲାଇନ୍‌ଥି ପାଲନ୍ କରାଯିବା ବଡଦିନ୍

0

ଇ ବଛର୍ କରୋନା ମହାମାରୀ ଲାଗି ସବୁ ପରବ୍ ବନ୍ଦ ହେଇଥିବାର୍ ବେଲ୍‌କେ ବଡଦିନ୍ ଭିଲ୍ ଫିକା ପଡିଛେ । ସବୁ ବରଷ ଖ୍ରୀଷ୍ଟମାସ୍ କେ ବହୁତ୍ ଭଲ୍ ହିସାବେ ଚର୍ଚ୍ଚନେ ଲୋକ ମାନେ ଠୋଲ୍ ହେଇକରି ପାଲନ କରିଥିସନ୍ । ହେଲେ ଇ ବଛର୍ କରୋନା ଲାଗି ଅନଲାଇନ୍‌ଥି ଖ୍ରୀଷ୍ଟମାସ୍ କେ ପାଲନ୍ କର୍‌ବେ ଲୁକେ । କରୋନା ଲାଗି ଇ ବରଷ୍ ସବୁ ଫିକା ପଡିଛେ ସେଥିର୍ ଲାଗି ଖ୍ରୀଷ୍ଟମାସ୍ ସମିୟା ନେ କରାଯାଉଥିବାର୍ ଆୟୋଜନ୍ ମାନକୁଁ ବନ୍ଦ କରିଦିଆ ଯାଇଛେ ।

ଖାଲି ସବୁ ଚର୍ଚ୍ଚ ମାନକୁଁ ସୁନ୍ଦର୍ ହିସାବେ ସଜା ଯାଇଥିବାର୍ ବେଲ୍‌କେ ସାଧାରଣ ଲୁକକୁଁ ଚର୍ଚ୍ଚ ଆସବାର୍ ନେଇକରି ବାରଣ୍ କରାଯାଇଛେ । ସେଥିର୍ ଲାଗି ସବୁ ଶ୍ରଦ୍ଧାଳୁ ମାନକଁର୍ ଲାଗି । ଅନଲାଇନ୍ ଦର୍ଶନ ର୍ ସୁବିଧା କରାଯାଇଛେ । ଯେନ୍‌ଥି ଲୋକମାନେ ଅନଲାଇନ୍‌ନେ ଯୀଶୁ ଖ୍ରୀଷ୍ଟକୁଁ ଦର୍ଶନ କରିପାର୍‌ବେ ଆର୍ ଜୁମ୍ ଆପ୍ ଥି ପ୍ରାର୍ଥନା କର୍‌ବାର୍ ସୁବିଧା କରାଯାଇଛେ ।

ସବୁ ବଛର୍ ଖ୍ରୀଷ୍ଟମାସ୍ ଲୋକମାନେ ଚର୍ଚ୍ଚନେ ପାଲନ କରିଥିବାର୍ ନୁ ଇ ବଛର୍ ସେମାନେ ନିଜର୍ ଘରେ ରହିକରି ଅନଲାଇନଥି ଯୀଶୁକୁଁ ଦେଖ୍‌ବେ । ଖ୍ରୀଷ୍ଟମାସ୍ ଲାଗି ସବୁ ଦୁକାନ୍ ବଜାର୍ ବହୁତ୍ ସୁନ୍ଦର୍ ହିସାବେ ସଜା ହେଈଥିବାର୍ ଦେଖ୍‌ବାର୍ କେ ମିଲିଛେ ।

Leave A Reply

Your email address will not be published.