ଏଲଓସିନେ ମିଲଲା ୧୬୦ ମିଟର ଲମ୍ବର ସୁଡଙ୍ଗ୍

ସୁଡଙ୍ଗ୍ ବାଟ୍ ଦେଇକରି ଭାରତକେ ପାକିସ୍ତାନ ଆଡୁ ପଠାଯାଉଥିଲା ଆତଙ୍କବାଦୀ

0

ଜମ୍ମୁ କାଶ୍ମୀରର ସାମ୍ବା ସେକ୍ଟରର ଅନ୍ତର୍ଜାତୀୟ ସୀମାନେ ଗୁଟେ ସୁଡଙ୍ଗ୍‌ଟେ ମିଲିଛେ । ଇ ସୁଡଙ୍ଗ୍ ବାଟ୍ ଦେଇକରି ପାକିସ୍ତାନୀ ଜୈସ୍ ଆତଙ୍କବାଦୀକୁଁ ଭାରତ ପଠଉଥିଲା । ନାଗ୍‌ରୋଟାନେ ଭାରତୀୟ ଯବାନକଁର ହାତୁ ମରିଥିବାର ୪ ଆତଙ୍କବାଦୀ ଇ ବାଟ୍ ଦେଇକରି ଭାରତକେ ଢୁକିଥିଲେ ବଲି ଜନାପଡିଛେ । ଇ ଆତଙ୍କବାଦୀମାନେ କମାଣ୍ଡୋ ଟ୍ରେନିଂ ନେଇଥିବାର ନେଇକରି ଭିଲ୍ ସୂଚନା ରହିଛେ । ୧୬୦ ମିଟର ଲମ୍ବର ସୁଡଙ୍ଗ ଇଡାଦେ ମିଲିଥିବାର ବେଲକେ ଇ ଆତଙ୍କବାଦୀ ମାନେ ସୁଡଙ୍ଗ ପାର ହେଇକରି ୩୦ କିଲୋମିଟର ଚାଲିଚାଲି ଭିତରକେ ଆସିଥିଲେ । ଇମାନକଁର ପାଶୁ ମିଲିଥିବାର ଅସ୍ତ୍ରଶସ୍ତ୍ର ସବୁ ପାକିସ୍ତାନ ସେନାର ବଲି ଜନାପଡିଛେ । ମିଲିଥିବାର ସୁଡଙ୍ଗ୍‌କେ ବିଏସ୍‌ଏଫ୍ ଆଡୁ ଧ୍ୱଂସ୍ କରିଦିଆଯାଇଛେ ଆରୁ ସର୍ଚ୍ଚ ଅପରେସନ୍ ମୁଲ ହେଇଛେ ।

Leave A Reply

Your email address will not be published.