କରୋନାର ଇ ପିକ୍ କେତେ ଦୂର ଯିବା

0

ଶୁଇଥିବାର୍ କରୋନା ଉଠିତ ପଡିଛେ । ହେଲେ ଇ କରୋନା ଫେର୍ କେଭେ ଶୁଇବା କିଛି ଜନା ନାଇଁ । ଫିଦିନ୍ ଦେଶରେ ଲାଖ୍ ଲାଖ୍ ସଂଖ୍ୟାନେ କରୋନା ପଜିଟିଭ୍ ବାହାରୁଛନ୍ । ଆର୍ କେତେ ତକ୍ ଇଟା ବଢବା । କରୋନାର ଇ ପିକ୍ କେତେ ଦୂର ଯିବା । କେଭେ ସଂଖ୍ୟା ତଲକେ ଉତରିବା । ଇ ସବୁ ପ୍ରଶ୍ନ, ଯାହାର ଉତ୍ତର ସଭେ ଜାନବାରକେ ଚାହୁଁଛନ୍ । ତ ଜାନମା ପିକ୍କେ ନେଇ କାଣା କହୁଛନ୍ ଡାକ୍ତର ।

Leave A Reply

Your email address will not be published.