ଚେନ୍ନେଇ ଟେଷ୍ଟ: ମଜଭୂତ୍ ସ୍ଥିତିନେ ଭାରତ

0

ଚେନ୍ନେଇ ଠାନେ ଭାରତ ଆର୍ ଇଂଲଣ୍ଡ ଭିତରେ ଚାଲିଥିବାର୍ ଦୁଇ ନମ୍ବର୍ ଟେଷ୍ଟ ମ୍ୟାଚ୍‌ରେ ଭାରତ ବହୁତ୍ ବରକଶ୍ ସ୍ଥିତିନେ ଅଛେ । ଗଲା କାଲି ଭାରତ ଅଲ୍‌ଆଉଟ୍ ହେବାର୍ ପରେ ଇଂଲଣ୍ଡ ଦଲ୍ ବ୍ୟାଟିଂ କରବାର୍‌କେ ଆସିଥିଲା । ବାକି ଭାରତର୍ ସ୍ପିନ୍ ବୋଲିଂ ସାମନେ ତାଁକର୍ ବ୍ୟାଟିଂ କିଛି କାମ୍ ନାଇଁ କଲା ଆର୍ ପୁରା ଦଲ୍ ୧୩୪ରନ୍‌ନେ ଅଲ୍‌ଆଉଟ୍ ହେଇଯାଇଥିଲା । କାଏଲ୍ ଦିନେକର୍ ଖେଲ୍‌ନେ ଏକା ୧୫ଟା ୱିକେଟ୍ ପଡିଥିଲା ।


ଆଏଜ୍ ତିନ୍ ନମ୍ବର୍ ଦିନର୍ ଖେଲ୍‌ନେ ଭାରତ୍ ଟପ୍ ଅର୍ଡର୍ ବ୍ୟାଟ୍ସମ୍ୟନ୍ ମାନେ ଭଲ୍ ହିସାବେ ମୂଲ୍ ନାଇଁ କରି ପାରିଥାଇ । ତାର୍‌ପରେ କୋହ୍‌ଲୀ ଆର୍ ଅଶ୍ୱିନ୍ ଭାରତର୍ ବ୍ୟାଟିଂକେ ସମ୍ଭଲେଇକରି ଆଗ୍‌କେ ନେଇଥିଲେ । କୋହଲୀ ୬୨ ରନ୍ କରିକି ଆଉଟ୍ ହେଇଥିଲେ । ଇହାଦେ ତକ୍ ଅଶ୍ୱିନ୍ ୬୭ ରନ୍‌କରିକି ଅପରାଜିତ୍ ଅଛନ୍‌ତାଲି ଆର୍ ତାଁକର୍ ସାଙ୍ଗେ ଇଶାନ୍ତ୍ ଶର୍ମା ତାଁକର୍ ବ୍ୟାଟିଂ କରୁଛନ୍ । ଭାରତର୍ ଇହାଦେ ୪୧୫ ରନ୍‌ର ଲିଡ୍ ହେଇସାର୍‌ଲାନ ଆଉ ଏତେ ବଡ୍ ସ୍କୋର୍ ଇଂଲଣ୍ଡ ଲାଗି ବହୁତ୍ ମୁସ୍କିଲ୍ ହେବାର୍‌କେ ଯାଉଛେ ।

Leave A Reply

Your email address will not be published.