Browsing Tag

foriegn birds in hirakud

ହୀରାକୁଦନେ ବିଦେଶୀ କୁନୁଆଁ

ହୀରାକୁଦନେ ବିଦେଶୀ ପକ୍ଷୀକଁର ଭିଡ୍ । ୮ ମାସ୍ ଉତାରୁ ଫେର୍ ହୀରାକୁଦନେ ବିଦେଶୀ ପକ୍ଷୀ କୁନୁଆଁ ହେଇକରି ଆସିଛନ୍ । ଇ ବରଷ୍ ଠିକ୍ ସମିଆଁନେ ଥଣ୍ଡା ପଡିଥିବାରନୁ ପକ୍ଷୀମାନେ ଅକ୍ଟୋବର ଶେଷ ହପ୍ତା ତକ୍ ଆସିକରି ପୁହୁଁଚିଛନ୍ । ଭିନ୍ ଭିନ୍ ଜାତିର ପକ୍ଷୀ ଆସିକରି ହୀରାକୁଦର ଉପରମୁଡୁ ନେଇକରି…