ଗର୍ଭବତୀ ମହିଲାକଁର ଲାଗି କେନସି ଦେବତାନୁ କମ୍ ନୁହେଁ ଇ ଏନଏମ୍ ଦିଦି

0

ଇହାଦେ ବିଶ୍ୱ ତଥା ଦେଶ୍‌ର ଏନ୍ତା ସ୍ଥିତିନେ ଆଗାଡେ ରହିକରି ସବୁ ସ୍ୱାସ୍ଥ୍ୟ କର୍ମୀମାନେ କାମ୍ କରୁଛନ୍ । ଦିନ୍ ରାତି ଗୁଟେ କରିକିନା ରୋଗୀକଁର ସେବା ଯତନ୍ କରୁଛନ୍ । ଇମାନକଁର ଏନ୍ତା ସେବା କାମ୍ ଲାଗି ଇମାନକୁଁ ଯେତକି ଧନ୍ୟବାଦ୍ ଦେଲେ ବି କମ୍ ପଡବା । କାଏଁ ହେଲା ଯେ କି ଭଗବାନ୍ ଲେଖେଁ ଇହାଦେ ଠିଆ ହେଇଛନ୍ ଇମାନେ । ଡାକ୍ତରମାନେ ତ ଚିକିତ୍ସା କରୁଛନ୍ ହେଲେ ଇଥରେ ମେଡିକାଲନେ କାମ କରୁଥିବାର ନର୍ସ ମାନକଁର ବଡ୍ ଭୂମିକା ରହିଛେ । ରୋଗୀକଁର ସାଙ୍ଗେ ଅହରହ ଯୁଡି ହେଇକରି ଟାଇମ୍‌ଥି ଉଷୋକସା କରିକିନା ରଖିଛନ୍ ରୋଗୀକୁଁ । ଆଏଜ୍ ଅନ୍ତର୍ଜାତୀୟ ନର୍ସ ଦିବସନେ ହେନ୍ତା ଜନେ ନର୍ସକଁର ବାବଦେ ଜାନମା ପହରାର ଇ ଭିଡିଓନେ ଯେ କି ୧୦ ହଜାରନୁ ଅଏତକା ଡେଲିଭରି କରିସାରଲେନ ଇହାଦେ ତକ୍ ।

Leave A Reply

Your email address will not be published.