Browsing Tag

pink ball

ପିଙ୍କ୍ ଟେଷ୍ଟ୍‌: ପହେଲା ଦିନ ଇଂଲଣ୍ଡ ଗିଡ୍‌ଘାସ୍ !

ଯଦି କେହି ଜନେ ଇଆଡ୍ ସେଆଡ୍ ନାଇଁ ଦେଖିକରି ହୁର୍‌ମୁଖିଆ ଯାଉଥିସି ବଏଲେ ଯେତେବେଲେ ହିଟିପଡ୍‌ସି ସେନେ ଯେନ୍ ଆୱାଜ୍ ଟା ହେସି ସେଟାକେ ଆମର୍ ଭାଷାନେ ଗିଡ୍‌ଘାସ୍ କରି ପଡ୍‌ଲା ବଲିକରି କହେସନ୍ । ଇଂଲଣ୍ଡ କ୍ରିକେଟ୍ ଦଲ୍‌ର ଅବସ୍ଥା ପୁରା ପୁରା ସେନ୍ତା ହେଇଥିଲା । ଇଂଲଣ୍ଡ ଦଲ୍ ଦେଖିକରି…

ଅହମଦାବାଦ୍‌ନେ ତିନ୍ ନମ୍ବର୍ ଟେଷ୍ଟ ମ୍ୟାଚ୍ ଲାଗି ସଜ୍‌ବାଜ୍‌

ଭାରତ ଆର୍ ଇଂଲଣ୍ଡ ଭିତରେ ଚାଲିଥିବାର୍ ଟେଷ୍ଟ ସିରିଜ୍ ଇହାଦେ ଏକ୍‌ଦମ୍ ଜୋର୍‌ଦାରିଆ ଲଢେଇର୍ ଗୁଟେ ସିରିଜ୍ ହେଇସାରିଛେ । ଇହାଦେ ଦୁହି ଦଲ୍ ଗୁଟେ ଗୁଟେ ମ୍ୟାଚ୍ ଜିତବାର୍ ପରେ ସିରିଜ୍ ୧-୧ନେ ଅଛେ ଆର୍ ହେଥିର୍ ଲାଗି ଆଏବାର୍ ଟେଷ୍ଟ୍‌ନେ ଜୋର୍‌ଦାର ଫାଇଟ୍ ହେବା ବଲି ସଭେ ଆଶ୍ ରଖିଛନ୍ ।…