୫୫ ବରଷ୍‌ଥି କିଙ୍ଗ ଖାନ୍‌

ଶାହାରୁଖ୍ ଖାନ୍‌କଁର ଜନମ୍ ଦିନେ ଲମ୍ବୁଛେ ଶୁଭେଚ୍ଛାର ଧାର୍

0

ବଲିଉଡ୍ ସୁପର୍‌ଷ୍ଟାର୍ କିଙ୍ଗ ଖାନ୍ ୫୫  ବରଷ୍‌ଥି ପାହାଁ ଥାପିଛନ୍ । ନିଜର ରୋମାଟିଂକ୍ ଲୁକ୍ ଆର୍ ଅନ୍ଦାଜ୍ ଲାଗି ଫେମସ୍ ଶାହାରୁଖ୍ ଖାନ୍‌କଁର ଆଏଝ ହେଲା ଜନମ୍ ଦିନ୍ । ତାକଁର ଜନମ୍ ଦିନେ ଫ୍ୟାନ୍ ମାନକଁର ଶୁଭେଚ୍ଛାର ଧାର୍ ଲମ୍ବୁଛେ । ନିଜର ଫିଲିମ୍ କେରିୟରଥି ସେ ଖୋବଟେ ନାଁକରା ଫିଲ୍ମ ଭେଗଟି ଦେଇଛନ୍ ଦେଖନାହାରୀକୁଁ । ଛୁଆନୁ ବୁଢା ସଭେଁ ଶାହାରୁଖ୍‌କଁର ଦିୱାନା । ଟିଭି ସିରିଏଲନୁ କଲାକାର ଜୀବନ୍ ମୁଲ୍ କରିଥିଲେ ସେ । ଆରୁ ନିଜର ପରିଶ୍ରମ୍ ବଲ୍‌ଥି ଆଏଜ ଏତେ ଉପରକେ ଉଠିପାରିଛନ୍ ।

ଦିଲ୍ ୱାଲେ ଦୁଲହନିଆ ଲେ ଜାଏଙ୍ଗେ, ବାଜିଗର, ଦେବଦାସ, କରନ ଅର୍ଜୁନ୍‌, ମହବତେଁ, ବୀରଜାରା, ଚେନ୍ନାଇ ଏକ୍ସପ୍ରେସ୍ ଲେଖେଁ ଖୋବଟେ ସୁପର ହିଟ୍ ଫିଲ୍ମନେ ନିଜର କଲାର ଯାଦୁ ଦେଖେଇପାରିଛନ୍ ଶାହାରୁଖ୍ ଖାନ୍ । ଫି ବଛର ଜନମ୍ ଦିନ ଆଏଲେ ମନ୍ନତ ବାହାରେ ଶହ ଶହ ଫ୍ୟାନ୍ ଭିଡ ଲଗାସନ୍ ତାକଁର ଗୁଟେ ଝଲକ୍ ଲାଗି । ଆରୁ ନିଜେ ଭିଲ୍ ଘର ଉପରେ ଥାଇ କରି ସବକୁଁ ଦେଖାକରସନ୍ । ସେଆଡେ ଦୁଶରା କଲାକାର ମାନେ ଭିଲ୍ ଜନମ୍ ଦିନନେ ଶାହାରୁଖ୍‌କୁଁ ଗୁରଦୁଟେ ଶୁଭେଚ୍ଛା ଜନେଇଛନ୍ । ବଲିଉଡ୍ କଲାକାର ଜୁହି ଚାୱଲା ୫ଶହଟା ଚାରା ଲଗେଇକରି ଶାହାରୁଖକୁଁ ଜନମ୍ ଦିନର ଶୁଭେଚ୍ଛା ଜନେଇଛନ୍ ।

Leave A Reply

Your email address will not be published.