‘ଲେଜିଅନ ଅଫ ମେରିଟ୍ ‘ ଆୱାର୍ଡଥି ସମ୍ମାନିତ୍ ହେଲେ ମୋଦି

0

 ଆମେରିକାର ସବୁନୁ ବଡ ସମ୍ମାନ୍ ‘ଲେଜିଅନ୍ ଅଫ୍ ମେରିଟ୍ ‘ ଥି ଭାରତ୍ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିକୁଁ ସମ୍ମାନିତ୍ କରିଛନ୍ ଆମେରିକାର୍ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଲେଜିଅନ ଅଫ୍ ମେରିଟ୍ ଆମେରିକାର୍ ସବୁନୁ ବଡ ସମ୍ମାନ୍ ହେଇଥିବାର୍ ବେଲେ ଭାରତ୍ ଆର୍ ଆମେରିକାର୍ ଭିତ୍‌ରେ ଭଲ୍ ସମ୍ପର୍କ ଆର୍ ରଣନୀତି ବଢାବାର୍ ଭାଗିଦାର୍ ତାର୍ ସାଙ୍ଗେ ଭାରତ୍ କେ ଗୁଟେ ବିଶ୍ୱ ଶକ୍ତି ହିସାବେ ଟ୍ରମ୍ପ୍ ଇ ସମ୍ମାନ୍ ମୋଦିକୁଁ ଦେଇଛନ୍ । ଇ ସମ୍ମାନ୍ ବାବ୍‌ଦେ ଆମେରିକାର୍ ପରାମର୍ଶଦାତା ରବର୍ଟ ସି ଓବ୍ରାଏନ୍ ସୂଚନା ଦେଇଥିଲେ । ଆର୍ ଇ ସମ୍ମାନ୍ କେ ମୋଦିକଁର ୍ ତରଫ୍‌ନୁ ଆମେରିକାନେ ଥିବାର୍ ଭାରତ୍ ର ରାଷ୍ଟ୍ରଦୂତ୍ ତରନଜିତ୍ ସିଂ ସାନ୍ଧୁ ଗ୍ରହଣ୍ କରିଥିଲେ ।

ବୈଦେଶିକ ମନ୍ତ୍ରାଲୟର୍ ସୂଚନା ହିସାବେ ଆମେରିକା ଆର୍ ଭାରତ୍ ଭିତ୍‌ରେ ରଣନୀତି ଆର୍ ବିଶ୍ୱ ଶକ୍ତି , ଶାନ୍ତି ଆର୍ ସମୃଦ୍ଧି ର ବିକାଶ୍ ହେଇଥିବାର୍‌କେ ନେଇକରି ଇ ସମ୍ମାନ୍ ଦିଆ ଯାଇଛେ । ‘ଲେଜିଅନ ଅଫ୍ ମେରିଟ୍ ‘ ସମ୍ମାନ ଆମେରିକା ଆଡୁ ୧୯୪୨ ଜୁଲାଇ ୨୦ ନୁ ଆମେରିକା ସଂସଦ୍ ଆଡୁ ଆରମ୍ଭ୍ କରାଯାଇଥିଲା । ଆମେରିକା ର୍ ଇ ସମ୍ମାନ୍ ଆମେରିକାର ସେନା , ବିଦେଶୀ ସୈନିକ୍ ଆର୍ ରାଜ୍‌ନେତା ମାନକୁଁ ଦିଆଯାଏସି । ଇତାର୍ ଆଗରୁ ଆମେରିକା ଇ ସମ୍ମାନ୍ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ଆର୍ ଜାପାନ୍ ର୍ ପୂର୍ବତନ୍ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେକୁଁ ଦେଇଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିକୁଁ ଇତାର୍ ଆଗରୁ ୨୦୧୬ ସାଉଦି ଆରବ୍ ନେ ‘ଅର୍ଡର୍ ଅଫ୍ ଅବଦୁଲ୍ ଅଜିଜ୍ ଅଲ ସଉଦ୍ ‘, ‘ଷ୍ଟେଟ୍ ଅର୍ଡର୍ ଅଫ୍ ଗାଜି ଆମିର୍ ଅମାନୁଲ୍ଲାହ ଖାନ (୨୦୧୬) ‘,‘ଗ୍ରାଣ୍ଡ୍ କଲର୍ ଅଫ୍ ଦ ଷ୍ଟେଟ୍ ଅଫ୍ ପାଲେଷ୍ଟାଇନ୍‌’ ଆୱାର୍ଡ (୨୦୧୮) ଆର୍ ୟୁଏଇ ଆଡୁ ୨୦୧୯ ନେ ‘ଅର୍ଡର୍ ଅଫ୍ ଜୟେଦେ’ ସମ୍ମାନ , ରୁଷ୍ ଆଡୁ ‘ଅର୍ଡର୍ ଅଫ୍ ସେ ଆଣ୍ଡ୍ର‌୍ୟୁ’ ଆର୍ ଭିନ୍ ଭିନ୍ ଦେଶ୍ ଆଡୁ ଭିନ ଭିନ୍ ଆୱାର୍ଡ ନେ ସମ୍ମାନିତ୍ କରାଯାଇଛେ ।

Leave A Reply

Your email address will not be published.