‘ବିରୁଷ୍କା’କଁର ଘରେ ଟୁକେଲ

ଟୁକେଲ ଛୁଆକେ ଜନମ୍ ଦେଲେ ଅନୁଷ୍କା, ଟ୍ୱିଟ୍ କରିକିନା ସୂଚନା ଦେଲେ ବିରାଟ କୋହଲି

0

ଭାରତୀୟ କ୍ରିକେଟ୍ ଦଲର କ୍ୟାପଟେନ୍ ବିରାଟ କୋହଲି ଆରୁ ଅଭିନେତ୍ରୀ ଅନୁଷ୍କା ଶର୍ମା ଦେଲେ ଖୁସି ଖବର । ଟୁକେଲ ଛୁଆକେ ଜନମ୍ ଦେଇଛନ୍ ଅନୁଷ୍କା । ବାପା ବନଲା ଉତାରୁ ଟ୍ୱିଟ୍ କରିକିନା ଖୁସିଖବର ଜନେଇଛନ୍ ବିରାଟ । ମାଁ ଆରୁ ଛୁଆ ଦୁହି ଜନ ସୁସ୍ଥ ଥିବାର କହିଛନ୍ ବିରାଟ । ସେଆଡେ ବିରାଟକଁର ଟ୍ୱିଟ୍‌ନେ ଦୁହିକଁର ଫ୍ୟାନ୍ ଶୁଭେଚ୍ଛା ଜନେଇଛନ୍ । ୨୦୨୦ନେ ଅନୁଷ୍କା ପ୍ରେଗ୍‌ନେଣ୍ଟ ଥିବାର ନେଇକରି ଖବର ଦେଇଥିଲେ । ଗଲା କିଛି ଦିନ୍ ତଲେ ମୁମ୍ବାଇର ଗୁଟେ ଘରୋଇ ମେଡିକାଲନେ ଅନୁଷ୍କା ଭର୍ତ୍ତି ହେଇଥିଲେ ଆରୁ ଆଏଜ୍ ଦୁଇପହରେ ଗୁଟେ ଟୁକେଲ ଛୁଆକେ ଜନମ୍ ଦେଇଛନ୍ ।

Leave A Reply

Your email address will not be published.