Browsing Tag

rathayatra

ପୁରୀ ପଠାଗଲା ରଥକାଠ୍

ବୌଦ୍ଧନୁ ପୁରୀ ପଠାଗଲା ରଥକାଠ୍ । ଇ ବଛର ରଥଯାତରା ଲାଗି ବୌଦ୍ଧ ଜିଲ୍ଲାନୁ ରଥକାଠ୍ ପଠାଯାଇଛେ । ଗଲା ମାର୍ଚ୍ଚ ମାସେ ରଥକାଠ୍ ଲାଗି ଗଛ କଟାଯାଇଥିବାର ବେଲକେ ଗଲାକାଲି ଇଟା ପଠାଯାଇଛେ ପୁରୀ । ପହେଲାନୁ ପୁରୀନୁ ଗୁଟେ ୩ ଜନିଆ ଟିମ୍ ଆସିକରି ରଥକାଠ୍ ଦେଖିକରି ଗଛ କାଟିଥିଲେ । ପହେଲା ଖେପ୍‌ଥି…

ବୌଦ୍ଧନୁ ଯିବା ରଥକାଠ୍‌

ଚାର ନମ୍ବର ଥର୍ ଲାଗି ବୌଦ୍ଧନୁ ରଥକାଠ ଯିବା । ମହାପ୍ରଭୁ ଜଗନ୍ନାଥକଁର ରଥଯାତରା ଲାଗି ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜର କରଡାକୋଠା ସଂରକ୍ଷିତ୍ ଜଙ୍ଗଲନୁ ରଥକାଠ ଅନୁକୂଳ କରାଯାଇଛେ । ଇଥିର ଲାଗି ଶ୍ରୀମନ୍ଦିର ପ୍ରଶାସନର ୩ ଜନିଆ ଟିମ୍‌କଁର ଦେଖରେଖ ଭିତରେ ସବୁ କାମ୍ କରାଯାଇଛେ । ଶ୍ରୀମନ୍ଦିର…