‘ମିଶନ୍ ଜିରୋ-ଏଫ୍‌’ ମୁଲ୍

ମେଟ୍ରିକ୍ ଛାତ୍ରଛାତ୍ରୀକଁର ପାସ୍ ହାର ବଢାବାର ଲାଗି ସମ୍ବଲପୁର ଜିଲ୍ଲା ପ୍ରଶାସନର ଚେଷ୍ଟା

0

ସମ୍ବଲପୁର ଜିଲ୍ଲା ପ୍ରଶାସନ ଆଡୁ ମୁଲ୍ ହେଲା ମିଶନ୍ ଜିରୋ-ଏଫ୍ । ଜିଲ୍ଲାନେ ମେଟ୍ରିକ୍ ଛାତ୍ରଛାତ୍ରୀକଁର ପାସ୍ ହାର ବଢାବାର ଲାଗି ମିଶନ୍ ଜିରୋ-ଏଫ୍ ମୁଲ ହେଇଛେ । ଇ ଯୋଜନା ଆଡୁ ଜିଲ୍ଲାର ଭିନ୍ ଭିନ୍ କେନ୍ଦ୍ରନେ ଛୁଆକୁଁ ପାଠପଢା ଭିଲ୍ ଆରମ୍ଭ ହେଇଯାଇଛେ । ଗଲା ୧୦ ବଛରର କେଟ୍ରିକ୍ ପ୍ରଶ୍ନ ନେଇକରି ଗୁଟେ ଲିଷ୍ଟ ବନାଯାଇଛେ । ଯେନଥିରେ ଇ ସବୁଥିରୁ ପ୍ରଶ୍ନ ଦିଆଯାଇକରି ଛୁଆକୁଁ ପରୀକ୍ଷା କରାଯାଉଛେ ।

ଯେନ୍ ଛୁଆମାନେ ପାଠପଢାନେ ବହୁତ୍ ପଛେ ଅଛନ୍ ସେମାନକଁର ଉପରେ ଅଏତକା ଗୁରୁତ୍ୱ ଦିଆଯାଉଛେ । ନବମ ଶ୍ରେଣୀ ବାର୍ଷିକ ପରୀକ୍ଷାନେ ୪୦ ପ୍ରତିଶତନୁ କମ୍ ମାର୍କ ରଖିଥିବାର ଛାତ୍ରଛାତ୍ରୀକୁଁ ଇଥରେ ସାମିଲ କରାଯାଇଛେ । ଇତାର ବାହାରେ ନିଜେ ଇଚ୍ଛା ରଖୁଥିବାର ଛୁଆ ଭିଲ୍ ଆସିକରି ପାଠ ପଢିପାରବେ ।

ଇହାଦେ ଭିଲ୍ କୋଭିଡ୍ ସଂକ୍ରମଣର ଡର୍ ରହିଥିବାର ବେଲକେ ସବୁ ନିୟମକେ ମାନିକରି ଛୁଆକୁଁ ପାଠପଢାବାର ଲାଗି ଶିକ୍ଷକ ମାନକୁଁ କୁହାଯାଇଛେ । ସ୍କୁଲ ଇହାଦେ ବନ୍ଦ ରହିଥିବାର ବେଲକେ କଲ୍ୟାଣ ମଣ୍ଡପ, ପଂଚାୟତ୍ ହଲ ମାନକେ ପାଠପଢାବାର ବେବସ୍ଥା କରାଯାଉଛେ । ଫି କ୍ଲାସ୍ ୪୫ ମିନିଟ୍ ତକ୍ ରଖାଯାଉଥିବାର ବେଲକେ ଆଉ ୩୦ ମିନିଟ୍ ତକ୍ ସେ ବିଷୟନେ ଛୁଆ ନିଜେ ଲେଖୁଛନ୍ ଆରୁ ବାକି ୧୫ ମିନିଟ୍ ପରୀକ୍ଷା କରାଯାଉଛେ ।ଜିଲ୍ଲାର ୧୯୬ଟା ହାଇସ୍କୁଲର ଛାତ୍ରଛାତ୍ରୀକୁଁ ନେଇକରି ୯ଟା ଜାକର ବ୍ଲକ୍‌ନେ ଇ ଅଭିଯାନ୍ ମୁଲ ହେଇଛେ । ପଢା ମୁଲ କରବାର ଆଘୋନୁ ଅଭିଭାବକ-ଶିକ୍ଷକକଁର ବୈଠକ କରାଯାଉଛେ । ବୁଧବାର ଦିନ୍ ତକ୍ ୨ ହଜାରନୁ ଅଏତକା ଛାତ୍ରଛାତ୍ରୀ ଇ କାର୍ଯ୍ୟକ୍ରମନେ ସାମିଲ ହେଇଛନ୍ । ଇଟା ନେଇକରି ଭାରପ୍ରାପ୍ତ ଜିଲ୍ଲା ପ୍ରକଳ୍ପ ସଂଯୋଜକ ତଥା ଉପ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଜନେଇଛନ୍ ।

Leave A Reply

Your email address will not be published.