ପୁରୀ ପଠାଗଲା ରଥକାଠ୍

0

ବୌଦ୍ଧନୁ ପୁରୀ ପଠାଗଲା ରଥକାଠ୍ । ଇ ବଛର ରଥଯାତରା ଲାଗି ବୌଦ୍ଧ ଜିଲ୍ଲାନୁ ରଥକାଠ୍ ପଠାଯାଇଛେ । ଗଲା ମାର୍ଚ୍ଚ ମାସେ ରଥକାଠ୍ ଲାଗି ଗଛ କଟାଯାଇଥିବାର ବେଲକେ ଗଲାକାଲି ଇଟା ପଠାଯାଇଛେ ପୁରୀ । ପହେଲାନୁ ପୁରୀନୁ ଗୁଟେ ୩ ଜନିଆ ଟିମ୍ ଆସିକରି ରଥକାଠ୍ ଦେଖିକରି ଗଛ କାଟିଥିଲେ । ପହେଲା ଖେପ୍‌ଥି କିଛିଟା କାଠ୍ ପଠାଯାଇଥିବାର ବେଲକେ ଇହାଦେ ବାକି କାଠ୍ ପଠାଯାଇଛେ । କରୋନା ସମିଆଁନେ ରଥକାଠ୍ ପଠାଯାଇଥିବାର ବେଲକେ କେନମାନେ ଉପସ୍ଥିତ୍ ରହିଥିଲେ କେତେ ଖଣ୍ଡ୍ କାଠ୍ ପଠାଗଲା ସେସବୁ ବାବଦେ ଜାନମା ପହରାର ଆଜିର ଭିଡିଓନେ ।

Leave A Reply

Your email address will not be published.