Browsing Tag

three farm laws

ବେରିକେଡ୍ ଭାଙ୍ଗଲେ, ଲାଲକିଲ୍ଲା ଭିତରକେ ଢୁକଲେ

କୃଷି ଆଇନ ପ୍ରତ୍ୟାହାର ଦାବିନେ ଚାଷୀ ସଂଗଠନ୍ କରିଥିବାର ଟ୍ରାକ୍ଟର ରାଲିକେ କେନ୍ଦ୍ରକରିକିନା ରାଜଧାନୀ ଦିଲ୍ଲୀନେ ଝମେଲିଆ ସ୍ଥିତି ଦେଖାଦେଇଥିଲା । ଭିନ୍ ଭିନ୍ ଜାଗାନେ ଆନ୍ଦୋଳନରତ ଚାଷୀ ଆରୁ ପୁଲିସ ମୁହାଁମୁହିଁ ହେଇଛନ୍ । ଆନ୍ଦୋଲନକାରୀକଁର ପ୍ରଦର୍ଶନ୍ ଲାଗି ପୁଲିସ ପ୍ରଶାସନ ଆଡୁ ଗୁଟେ…