ବିଜୁ ପଟ୍ଟନାୟକକଁର ୧୦୫ ତମ୍ ଜନମ୍ ଜୟନ୍ତୀ

0

ଆଏଜ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକକଁର ୧୦୫ ତମ୍ ଜନମ୍ ଜୟନ୍ତୀ । ଇ ଅବସରନେ ଭିନ୍ ଭିନ୍ ଜାଗାନେ ସ୍ୱର୍ଗତ୍ ବିଜୁ ପଟ୍ଟନାୟକକଁର ଜୟନ୍ତୀ ପାଲନ୍ କରାଯାଇଛେ । ବିଜୁ ଜନତା ଦଲ ଆଡୁ ଭିଲ୍ ବିଜୁ ବାବୁକଁଣ ଜୟନ୍ତୀ ପାଲନ କରାଯାଇଛେ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମନେ ସାମିଲ ହେଇକରି ବିଜୁ ବାବୁକୁଁ ସୋର୍ ପକେଇଛନ୍ । ସେ କହିଛନ୍ ଯେ ଓଡ଼ିଶାକେ ସବୁନୁ ଉପରକେ ନେବାର ଲକ୍ଷ୍ୟ ରଖିଥିଲେ ବିଜୁ ପଟ୍ଟନାୟକ । ସେବା ଥିଲା ତାକଁର ଆଦର୍ଶ, ଯେନଟାକି ବିଜେଡି ଦଲର ରହିଛେ । କାର୍ଯ୍ୟକ୍ରମନେ ବହୁତଟେ ଦଳୀୟ କର୍ମୀ ଆରୁ ନେତା ସାମିଲ ହେଇକରି ବିଜୁ ପଟ୍ଟନାୟକକଁର ଫଟୋନେ ଫୁଲ ଦେଇକରି ତାକଁର ସ୍ମୃତିଚାରଣ କରିଥିଲେ ।

Leave A Reply

Your email address will not be published.