କରୋନା ଟିକା ନେଇକରି ଭିଲ୍ ବାହାରିଲା ପଜିଟିଭ୍

ହରିୟାଣା ଗୃହମନ୍ତ୍ରୀ ଅନୀଲ୍ ଭିଜ୍‌କୁଁ କରୋନା, ପଜିଟିଭ୍ ହେବାର ଆଘୋନୁ ନେଇଥିଲେ କରୋନା ଟିକା

0

କରୋନା ବେମାରକେ ନେଇକରି ଇହାଦେ ଭିଲ୍ ପୁରା ଦୁନିଆଁ ଚିନ୍ତାନେ ଅଛନ୍ । ଭିନ୍ ଭିନ୍ ଦେଶର ବୈଜ୍ଞାନିକ ଆରୁ ଗବେଷକ ଭେକ୍ସିନ୍ ବାହାର କରବାରନେ ଲାଗିଛନ୍ । ଇତାର ଭିତରେ ଭାରତର ବାୟୋଟିକ୍ କମ୍ପାନୀ ଆଡୁ ବାହାର କରାଯାଇଥିବାର ‘କୋଭେକ୍ସିନ’୍ ଟିକାର ପ୍ରଭାବକେ ନେଇକରି ସମସ୍ୟା ଦେଖାଦେଇଛେ । କରୋନା ଟିକା ‘କୋଭାକ୍ସିନ’୍ ନେଇକରି ଭିଲ୍ କରୋନା ପଜିଟିଭ୍ ଚିହ୍ନଟ ହେଇଛନ୍ ହରିୟାଣା ଗୃହମନ୍ତ୍ରୀ ଅନୀଲ୍ ଭିଜ୍ । କରୋନା ପଜିଟିଭ୍ ଥିବାର ନେଇକରି ନିଜେ ଟ୍ୱିଟ୍ କରି ଜନେଇଛନ୍ । ଗଲା କିଛି ଦିନ୍ ଭିତରେ ଯେନମାନେ ତାକଁର ସାଙ୍ଗେ ବସାଉଠା କରିଛନ୍ କି ମିଶିଛନ୍ ସେମାନକୁଁ କରୋନା ଟେଷ୍ଟ୍ କରାବାକେ କହିଛନ୍ ।

ସେଆଡେ ଇହାଦେ ‘କୋଭାକ୍ସିନ’୍ ଟିକାକେ ନେଇକରି କେତନି ପ୍ରଶ୍ନ ଉଠିଛେ ।  ଏନ୍ତା ଘଟନା ବାଦ୍ ଟିକା କମ୍ପାନୀ ଆଡୁ ପ୍ରତିକ୍ରିୟା ଆସିଛେ । କମ୍ପାନୀ ଆଡୁ କୁହାଯାଇଚେ ଯେ, ଟିକାର ଦୁଇ ନମ୍ବର ଡୋଜ୍ ନେବାର ୧୪ ଦିନ୍ ଉତାରୁ ହିଁ ଇତାର ପ୍ରଭାବ୍ ନେଇକରି ଆକଳନ କରିହେବା । ମନ୍ତ୍ରୀ ଅନୀଲ୍ ଭିଜ୍ ଟିକାର ତିନ୍ ନମ୍ବର ଖେପ୍ ପରୀକ୍ଷଣ ବେଲେ ିତାର ପହେଲା ଡୋଜ୍ ନେଇଥିଲେ । ତ ହେଇ ହିସାବେ ପହେଲା ଡୋଜ୍ ନେବାର ୨୮ ଦିନ୍ ଉତାରୁ ଇତାର ଆର ଗୁଟେ ଡୋଜ୍ ନେବାର ବାକି ଅଛେ । ଇତାର ବାଦ୍ ଟିକାର ପ୍ରଭାବ ବାବଦେ ଜନାପଡବା ବଲି କୁହାଯାଇଛେ କମ୍ପାନୀ ଆଡୁ ।

Leave A Reply

Your email address will not be published.