ସଂସଦ୍ ଭବନ ର ତିଆରି ଲାଗି ସୁପ୍ରିମକୋର୍ଟ ର ମଞ୍ଜୁରୀ

0

ନୂଆଦିଲ୍ଲୀ ନେ ରାଷ୍ଟ୍ରପତି ଭବନନୁ ଇଣ୍ଡିଆ ଗେଟ୍ ତକ୍ ନୁଆ ସଂସଦ୍ ଭବନ୍ (ସେଣ୍ଟ୍ରାଲ୍ ଭିଷ୍ଟା) ବନାବାର୍ ଲାଗି ମଙ୍ଗଲବାର୍ ଦିନ ଅନୁମତି ଦେଲା ସୁପ୍ରିମକୋର୍ଟ । ଇତାର୍ ଆଗ୍‌ରୁ ଡିସେମ୍ବର୍ ୭ ତାରଖ୍ ଦିନ ନୂଆ ସଂସଦ ଭବନ୍ ଲାଗି ଭୂମିପୂଜନ ଲାଗି ସୁପ୍ରିମକୋର୍ଟ ଅନୁମତି ଦେଇଥିବାର୍ ବେଲେ ଇହାଦେ ସଂସଦ୍ ଭବନର ତିଆରି କାମ୍ ଆରମ୍ଭ କରବାର୍ ଲାଗି ଅନୁମତି ମିଲିଛେ । ବିଚାରପତି ଏ.ଏମ୍ ଖାନୱିଲକର୍ ଅଧିନଥି ବସିଥିବାର୍ ୩ ଜଣିଆ ବୈଠକ୍ ନେ ଇ ପ୍ରକଲ୍ପ ଲାଗି ମତାମତ୍ ଦିଆଯାଇଥିଲା । ନୁଆ ସଂସଦ୍ ଭବନ ର ତିଆରି ଲାଗି ୯୭୧ କୋଟି ଟକାଁ ଖର୍ଚ୍ଚା ହେଉଥିବାର୍ ବେଲେ ସେନ ୯୦୦ ନୁ ୧୨୦୦ ଜନ ସାଂସଦ୍ ମାନକଁର୍ ବସି ପାରୁଥିବାର୍ ସୁବିଧା କରାଯିବା । ୨୦୨୨ ଅଗଷ୍ଟ ନେ ସଂସଦ୍ ଭବନ୍ ର ତିଆରି କାମ୍ ସରବା ବଲିକରି କୁହାଯାଉଛେ । ସେନ୍ତା ଅଲଗା ସଚିବାଳୟ୍ ବନାବାର୍ କାମ୍ ଭିଲ୍ ୨୦୨୪ ତକ୍ ସରବା ବଲିକରି ସୂଚନା ମିଲିଛେ ।

Leave A Reply

Your email address will not be published.