ସାଧାରଣ ଲୋକକଁର ଲାଗି ଲାଲ୍ କିଲ୍ଲା ବନ୍ଦ

ଆଏବାର ୩୧ ତାରିଖ ତକ୍ ଲାଲ କିଲ୍ଲା ବନ୍ଦ, ପ୍ରତିବାଦକାରୀ କରିଥିବାର ଭଙ୍ଗାରୁଜାର କରାଯାଉଛେ ସର୍ଭେ

0

ଜାନୁଆରୀ ୩୧ ତାରିଖ ତକ୍ ସାଧାରଣ ଲୁକକଁର ବୁଲାବୁଲି ଲାଗି ବନ୍ଦ ରହେବା ଲାଲ କିଲ୍ଲା । ଗଲା ଜାନୁଆରୀ ୨୬ ତାରିଖାନେ ଚାଷୀମାନେ ଲାଲକିଲ୍ଲା ଭିତରକେ ଢୁକିକରି ସଂଗଠନ୍‌ର ପତକା ଉଡେଇଥିଲେ । ନୂଆଁ କୃଷି ଆଇନ ପ୍ରତିବାଦନେ ଆନ୍ଦୋଲନ କରିଥିଲେ ଆରୁ ଲାଲ କିଲ୍ଲା ଭିତରକେ ବେରିକେଡ୍ ଭାଙ୍ଗିକରି ଢୁକିଥିଲେ । ଇଥିର ଲାଗି କେନସି କ୍ଷତି ହେଇଛେ କି ନାଇଁ ସେ ବାବଦେ ଅନୁଧ୍ୟାନ୍ କରାଯିବା । ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଆଡୁ ଭିଲ୍ ଇନେଇକରି ସର୍ଭେ କରାଯିବା । ସେଆଡେ ପହେଲାନୁ ବାର୍ଡ-ଫ୍ଲୁ ସତର୍କତା ଲାଗି ଜାନୁଆରୀ ୧୯ ତାରିଖନୁ ଜାନୁଆରୀ ୨୨ ତକ୍ ସାଧାରଣ ଲୁକକୁଁ ଲାଲ କିଲ୍ଲା ଭିତରକେ ଢୁକବାର ଲାଗି ବାରଣ କରାଯାଇଥିଲା । ସଂସ୍କୃତି ଆର ପର୍ଯ୍ୟଯନ୍ ମନ୍ତ୍ରଳାୟ ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍ ବୁଧବାର ଦିନ ଲାଲ କିଲ୍ଲା ଯାଇକରି ସମୀକ୍ଷା କରିଥିଲେ । ଭିତରେ ବହୁତ୍ କିଛି ଜିନିଷ୍ ଭାଙ୍ଗିରୁଜି ଯାଇଥିବାର କିଛି ଚିତ୍ରନୁ ଜନାପଡୁଛେ । ମେଟାଲ ଡିକ୍ଟେଟର ଗେଟ୍‌, ଟିକେଟ୍ କାଉଣ୍ଟର ସବୁକିଛି ଭାଙ୍ଗିରୁଜି ଯାଇଛେ । କେନ୍ ସବୁ ଜିନିଷ୍ ଭାଙ୍ଗିଛେ ଆରୁ କାଣା କ୍ଷତି ହେଇଛେ ସେସବୁର ରିପୋର୍ଟ ଦିଆଯିବା ।

Leave A Reply

Your email address will not be published.