ନୂଆପଡ଼ା କୋମନାନେ ବାଘ୍‌!

୩ ଜନ୍‌କଁର ଛେଲ୍‌, ବଲଦ୍‌, ବାଛୁରୀକେ ବାଘ୍ ମାରିକରି ଖାଇଥିବାର ଅଭିଯୋଗ

0

ଫେର୍ ନୂଆଁପଡ଼ାନେ ବାଘ୍ ଡର୍ । ଜିଲ୍ଲାର କୋମନା ରେଞ୍ଜ ବିରସିଂଜପଡ଼ା ଗାଁନେ ବାଘ୍ ବୁଲୁଥିବାର ନେଇକରି ଜନାପଡିଛେ । ଗାଁର ୩ ଜନ୍‌କଁର ଛେଲ୍‌, ବଲଦ୍ ଆରୁ ବାଛୁରୀକେ ମାରିକରି ବାଘ୍ ଖାଇଥିବାର ଅଭିଯୋଗ କରିଛନ୍ ଗ୍ରାମବାସୀ । ସେଆଡେ ଏନ୍ତା ଖବର ଶୁନଲା ବାଦ୍ କୋମନା ରେଞ୍ଜର ବନ ଅଧିକାରୀ ବିରସିଂଗପଡା ଗାଁନେ ପୁହୁଞ୍ଚିକରି ଘଟନାର ତଦନ୍ତ କରୁଛନ୍ । ସେଆଡେ ବାଘ୍ ବୁଲୁଥିବାର ଖବର ବୁଲଲା ବାଦ୍ ଲୁକେ ଡରେ ଘରୁ ନାଇଁ ବାହାରିବାର । ଜିଲ୍ଲାନେ ବନେ ସମିଆଁନେ ବାଘ୍ ବୁଲୁଥିବାର ଲେଖେଁ ଘଟନା ଦେଖବାରକେ ମିଲୁଛେ ।

Leave A Reply

Your email address will not be published.