ବଜେଟ୍ ଅଧିବେଶନ୍ ଆଘୋନୁ ସର୍ବଦଳୀୟ ବୈଠକ୍‌

ଆଏବାର କାଲି ବଜେଟ୍ ଅଧିବେଶନ୍ ଆରମ୍ଭ ଆଘୋନୁ ବାଚସ୍ପତି ଡକାଲେ ସର୍ବଦଳୀୟ ବୈଠକ୍‌

0

ଫେବୃଆରୀ ୧୮ନୁ ବସବା ରାଜ୍ୟ ବଜେଟ୍ ଅଧିବେଶନ୍ । ଇତାର ଆଘୋନୁ ଆଏଜ୍ ସର୍ବଦଳିୟ ବୈଠକ୍ ଡକେଇଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବିଧାନସଭାର କନଫରେନ୍ସ ହଲନେ ବାଚସ୍ପତିକଁର ଅଧକ୍ଷତାନେ ବୈଠକ ବସିଥିଲା । କରୋନା ଲାଗି ଗଲା ଶୀତ୍ ଅଧିବେଶନ୍‌ନେ ପ୍ରଶ୍ନକାଳ ନାଇଁରହିଥିବାର ବେଲେ ଇଥର ପ୍ରଶ୍ନକାଳ ରହେବା ଆରୁ ବିଧାୟକ୍ ପ୍ରଶ୍ନ ପଚାରି ପାରବେ । ଅଧିବେଶନ୍ ଚାଲବାର ସମିଆଁକେ ଟିକେ ବଦଲାଯାଇଛେ । ଆଘରର ଲେଖେଁ ସାଢେ ୪ ଘଣ୍ଟା ଗୃହକାର୍ଯ୍ୟ ଚାଲବା । ପହେଲା ଖେପ୍ ସାଢେ ୧୦ନୁ ଦୁଇପହରର ଏକ୍ ବଜା ତକ୍ ଚାଲବା । ଆରୁ ଦୁଇ ନମ୍ବର ଖେପ୍ ବେଲବୁଡାର ୪ ବଜାନୁ ୬ ବଜା ତକ୍ ଚାଲବା ଯେନଟାକି ପହେଲାନୁ ୩ବଜାନୁ ବେଲବୁଡାର ୫ ବଜା ତକ୍ ରହୁଥିଲା । ଅତି ଜରୁରୀ କାମ୍ ଥିଲେ ବେଲବୁଡାର ୭ ବଜା ତକ୍ କାମ୍ ଚାଲବା । ବୈଠକନେ ବିରୋଧୀ ଦଲ ଉପନେତା ବିଷ୍ଣୁ ସେଠୀ , କଂଗ୍ରେସ ବିଧାୟକ ଦଲ ନେତା ନରସିଂହ ମିଶ୍ରକଁର ସାଙ୍ଗେ ମୁଖ୍ୟ ସଚେତକ୍ ପ୍ରମିଳା ମଲ୍ଲିକ, ବିକ୍ରମ୍ ଆରୁଖ, ପ୍ରଣବ ପ୍ରକାଶ ଦାସ ଯୋଗଦେଇଥିଲେ । ଆଏବାର କାଲି ଅଧିବେଶନ୍ ଥିବାର ବେଲକେ ଠିକ୍ ହିସାବେ ବଜେଟ୍ ଅଧିବେଶନ୍ କରାଯିବାର ନେଇକରି ବୈଠକ ଡକାଯାଇଥିଲା ।

Leave A Reply

Your email address will not be published.