ଆଏବାର ୧୪ନେ କଳାହାଣ୍ଡି ଯିବେ ମୁଖ୍ୟମନ୍ତ୍ରୀ

ଭିନ୍ ଭିନ୍ ପ୍ରକଳ୍ପର ଶିଳାନ୍ୟାସ ସାଙ୍ଗେ ମେଗାଲିଫ୍ଟ୍ ପ୍ରକଳ୍ପର ଉଦଘାଟନ୍ କରବେ ମୁଖ୍ୟମନ୍ତ୍ରୀ

0

କରୋନା ଉତାରୁ ମୁଖ୍ୟମନ୍ତ୍ରୀକଁର ପହେଲା ଜିଲ୍ଲା ଗସ୍ତ । ଆଏବାର ୧୪ ତାରିଖନେ ସରକାରୀ କାର୍ଯ୍ୟକ୍ରମନନେ ଯୋଗ ଦେବାର ଲାଗି କଳାହାଣ୍ଡି ଯିବେ ମୁଖ୍ୟମନ୍ତ୍ରୀ । ଇ ନେଇକରି ଗୁଟେ ଭିଡିଓ ମାଧ୍ୟମନେ ସୂଚନା ଦେଇଛନ୍ ନିଜେ ମୁଖ୍ୟମନ୍ତ୍ରୀ । କଳାହାଣ୍ଡିବାସୀକୁଁ ଜୁହାର ଜନେଇକରି ଜିଲ୍ଲା ଗସ୍ତ କରବାର କଥା କହିଛନ୍ । ଇ ସମିଆଁନେ କେତନି ବିକାଶ ମୂଲକ ପ୍ରକଳ୍ପର ଶିଳାନ୍ୟାସ୍ କରବାର କାର୍ଯ୍ୟକ୍ରମ ରହିଛେ । ୭୫୬ କୋଟି ଟଙ୍କା ଖର୍ଚ୍ଚାନେ ତିଆର ମେଗାଲିଫ୍ଟ୍ ପ୍ରକଳ୍ପର ଉଦଘାଟନ୍ କରବେ ମୁଖ୍ୟମନ୍ତ୍ରୀ ।

୨୦୧୩ ମସିହାନେ ଇ ପ୍ରକଳ୍ପର ଶିଳାନ୍ୟାସ୍ କରାଯାଇକରି କାମ୍ ଆରମ୍ଭ ହେଇଥିଲା । ଇ ପ୍ରକଳ୍ପ ଆଡୁ ୩ଟା ବ୍ଲକ୍‌ର ୯୧ଟା ଗାଁର ୨୬, ୨୪୮ ଏକଡ୍ ଜମିକେ ପାଏନ୍ ମଡାଯାଇପାରବା । ଇତାର ବାହାରେ ଆର ୧୩ଶହ କୋଟି ଟଙ୍କାର ଭିନ୍ ଭିନ୍ ପ୍ରକଳ୍ପର ଶୁଭାରମ୍ଭ କରବେ ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀକଁର ଗସ୍ତ ଆଘୋନୁ ୩୮ଟା ପଂଚାୟତକେ ମନ୍ତ୍ରୀ, ବିଧାୟକକୁଁ ଯିବାର ଲାଗି କୁହାଯାଇଛେ । କେନ୍ କେନ୍ ପଂଚାୟତ୍‌କେ କେନମାନେ ଯିବେ ତାର ଗୁଟେ ଲିଷ୍ଟ କରାଯାଇଥିବାର ବେଲକେ ବିଜେଡି ସରକାର କେନ୍ କେନ୍ କାମ୍ କରିଛନ୍ ସେ ବାବଦନେ ଲୁକକୁଁ ଜନାଯିବା ।

ଇତାର ସାଙ୍ଗେ ନୂଆଁ ମେଗାଲିଫ୍ଟ ପ୍ରକଳ୍ପନୁ କେନ୍ ମାନେ ଆରୁ କେନ୍ତା ଲାଭ୍ ପାଏବେ ସେ ନେଇକରି ଭିଲ୍ ଜନାଯିବା । କାର୍ଯ୍ୟକ୍ରମନେ ଦୁଇ ହଜାର ଲୋକ୍ ସାମିଲ୍ ହେବାକେ ଥିବାର ବେଲକେ ସାମାଜିକ୍ ଦୂରତା ଉପରେ ଗୁରୁତ୍ୱ ଦିଆଯିବା । ବାକି ପଂଚାୟତ୍ ମାନକେ ଲୁକେ ଲାଇଭ୍ ପ୍ରୋଜେକ୍ଟରନେ ଦେଖିପାରବେ । କରୋନା କାଲନେ ଇଟା ନବୀନକଁର ପହେଲା ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ୍ ରହିଛେ । ଇତାର ଆଗରୁ ମୁଖ୍ୟମନ୍ତ୍ରୀ ଅକ୍ଟୋବର ମାସେ ପୁରୀ ଯାଇକରି ଶ୍ରୀମନ୍ଦିର ଚାରିଆଡ ବୁଲି ଦେଖିଥିଲେ । ଇତାର ଉତାରୁ ଭୁବନେଶ୍ୱର ଏକାମ୍ର ପ୍ରକଳ୍ପ ଆରୁ ବରମୁଣ୍ଡା ବସଷ୍ଟାଣ୍ଡ କାମ୍ ବୁଲି ଦେଖିଥିଲେ ।

Leave A Reply

Your email address will not be published.