ଆରମ୍ଭ ହେଲା ଲୋକସଭାନେ ବଜେଟ୍‌

0

ଆରମ୍ଭ ହେଇଛେ ୨୦୨୧-୨୨ର ବଜେଟ୍ ଉପସ୍ଥାପନା । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାନେ ବଜେଟ୍ ଉପସ୍ଥାପନ୍ କରୁଛନ୍ । ଇ ବଛରର ସାଧାରଣ ବଜେଟକେ ନେଇକରି ସାଧାରଣ ଲୋକକଁର ଭିତରେ ତହଁକ ରହିଛେ । ଇ ବଛରର ଅର୍ଥପେଡିନେ କାଣା ରହିଛେ ସଭେ ଜାନବାର ଲାଗି ଟାକିଛନ୍ । କରୋନା ଲାଗି ଇ ବରଷ୍ ସବୁ ପ୍ରକାରର ଅବେବସ୍ଥା ଦେଖବାକେ ମିଲିଛେ । ଆରୁ ଏନ୍ତା ସ୍ଥିତିନେ ଆଗତ ବଜେଟ୍‌ନେ କେନ୍ କଥା ଉପରେ ଗୁରୁତ୍ୱ ଦିଆଯାଉଛେ ସେଟା ଜାନବାର ଲାଗି ସଭେ ଚାହୁଁଛନ୍ । ସେଆଡେ କେନ୍ଦ୍ର ସରକାରର ବଜେଟକେ ପହେଲାନୁ ବିରୋଧ କରିଛନ୍ ଦଲ୍ ।

Leave A Reply

Your email address will not be published.