ବିହା ବେଦୀନୁ ଯାଇନାଇଁ ପାରଲେ ଶାଶୂଘର

ସୁବର୍ଣ୍ଣପୁର ଯୁଲୁଣ୍ଡାନେ ଟୁକେଲ ବଟାଲେ ବେଲେ ଅଘଟନ୍‌, ହାର୍ଟ ଆଟାକନେ ଚାଲିଗଲା ଜୀବନ୍

0

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଯୁଲୁଣ୍ଡା ଗାଁନେ ଗୁଟେ ଦୁଃଖଦ୍ ଘଟନା ଦେଖବାର ଲାଗି ମିଲିଛେ । ଇଠାନେ ବିହା ଉତାରୁ ଟୁକେଲ ବଟାଲା ବେଲେ ନୂଆଁକରି ବହୁ ହେଇଥିବାର ଝିର ଜୀବନ୍ ଚାଲିଗଲା । ମୃତକ୍ ହେଲେ ଯୁଲୁଣ୍ଡୁ ଗାଁର ରୋଜି ସାହୁ । ବଲାଙ୍ଗିର ଜିଲ୍ଲା ତେନ୍ତେଲ ଗାଁର ବିଶିକେଶନ ସାହୁକଁର ସାଙ୍ଗେ ତାକଁର ବିହାଘର କରାଯାଇଥିଲା । ଭଲ ଭାବେ ବିହାଚୂଡା ସରଲା ଉତାରୁ ଟୁକେଲ ବଟେଇ ଥିଲେ ପରିବାର ଲୁକେ । ହେଲେ ଇ ସମିଆଁନେ ଦିହି ଖରାପ୍ ହେବାରନୁ ମୁର୍ଚ୍ଛା ହେଇଯାଇଥିଲେ ରୋଜି । ତାକୁଁ ସାଙ୍ଗେ ସାଙ୍ଗେ ଡୁଙ୍ଗରିପାଲି ମେଡିକାଲନେ ଭର୍ତ୍ତି କରାଯାଇଥିଲା ହେଲେ ଡାକ୍ତର ତାକୁଁ ମୃତ ଘୋଷଣା କରିଥିଲେ । ହାର୍ଟ ଆଟାକ୍‌ନେ ତାକଁର ଜୀବନ୍ ଯାିଥିବାର ଡାକ୍‌ତର କହିଛନ୍ । ସେଆଡେ ଏନ୍ତା ଘଟନା ଉତାରୁ ରୋଜିକଁର ପରିବାର ଆରୁ ପୁରା ଅଂଚଲନେ ଦୁଃଖର ମାହୋଲ ଦେଖବାର ଲାଗି ମିଲିଛେ ।

Leave A Reply

Your email address will not be published.