ପୀଠେ ମହାଷ୍ଟମୀ, ମଣ୍ଡପନେ ମହାସପ୍ତମୀ

ଗଲାକାଲି ଷଷ୍ଠୀନୁ ମଣ୍ଡପନେ ମୁଲ ହେଲା ମାଁଦୁର୍ଗାଙ୍କର ପୂଜା

0

  ପାର୍ବଣର ଋତୁ ମୂଲ ହେଇଥିବାର ବେଲେ ଧରାପୃଷ୍ଠନେ ମାଁ ଅବତରିଛନ୍ । ନବରାତ୍ରି ପୂଜା ଚାଲିଥିବାର ବେଲେ ଗଲା କାଲି ମଣ୍ଡପନେ ମାଁ ଦୁର୍ଗାଙ୍କର ଷଷ୍ଠୀ ପୂଜା ମୂଲ ହେଇଛେ । ଆଝି ମାଁଙ୍କର ମହାସପ୍ତମୀ ପୂଜା ଚାଲିଛେ । ଇ ବଛର କରୋନା କଟକଣାଥି ମାଁ ଦୁର୍ଗାଙ୍କର ଆରାଧନା କରାଯାଉଛେ । ବିନା ଭକତନେ ଚାଲିଛେ ପୂଜା । କରୋନା ଲାଗି ଇ ବଛର ଫିକା ପଡିଛେ ଦୁର୍ଗା ପୂଜାର ସବୁ ମଜା । ନାଁ ବଡ ବଡ ଗେଟ୍ ଲାଗିଛେ ନାଁ ଲାଇଟ୍ ଖଂଜା ଯାଇଛେ । ନିରାଡମ୍ବର ଭାବେ ଖାଲି ମାଁଙ୍କର ମୂର୍ତ୍ତି ପୂଜା କରାଯାଉଛେ ।

ପୁରୀ ଶ୍ରୀମନ୍ଦିରନେ ମାଁ ବିମଲାଙ୍କର ଗୁପ୍ତ ପୂଜା ଅନୁଷ୍ଠିତ ହେଇଛେ । ତ୍ରିଦିନାତ୍ମକ ପୂଜାନେ ଗଲାକାଲିନୁ ବିଧି ପରମ୍ପରା ଅନୁସାରେ ପୂଜା ମୂଲ ହେଇଛେ । ସେଆଡେ ରାଉରକେଲାନେ ଭିଲ ଗଲାକାଲି ରାତିନୁ କୋଭିଡ କଟକଣା ଭିତରେ ମାଁ ଦୁର୍ଗାଙ୍କର ଷଷ୍ଠୀ ପୂଜାନୁ ପୂଜା ବିଧି ମୂଲ ହେଇଛେ । ସେଆଡେ କଟକନେ ଭିନ୍ ଭିନ୍ ମଣ୍ଡପନେ ଦୁର୍ଗାଙ୍କର ପୂଜା ମୁଲ ହେଇଛେ । ଦୁର୍ଗା ପୂଜା ଲାଗି କଟକର ଅଲଗ ନାଁ ରହିଥିବାର ବେଲେ ଇ ବଛର ଖାଁ ଖାଁ ଲାଗୁଛେ ପରିବେଶ । ହେଲେ ଭିଲ କୋଭିଡ କଟକଣା ଭିତରେ ଭିନ୍ ଭିନ୍ ମଣ୍ଡପନେ ମାଁଙ୍କର ମହା ସପ୍ତମୀ ପୂଜା ଆଝି କରାଯାଉଛେ ।

Leave A Reply

Your email address will not be published.