ବିହା ହେବେ କାଜଲ

ସୋସିଆଲ ମିଡିଆନେ ଭାଇରାଲ ହେଲା କାଜଲଙ୍କର ଡାନ୍ସ ଭିଡିଓ

0

ଫିଲ୍ମ ଇଣ୍ଡଷ୍ଟ୍ରି ନେ ଚାଲିଛେ ମେରେଜ ସିଜ୍‌ନ । ବଲିଉଡ ସିଙ୍ଗର ନେହା କକ୍କରଙ୍କର ଉତାରୁ ଇହାଦେ ବାରି ସାଉଥ ଏକ୍ଟ୍ରେସ୍ କାଜଲ ଅଗ୍ରୱାଲଙ୍କର । ମୁମ୍ବାଇର ଶିଲ୍ପପତି ଗୌତମ କିଚୁଲଙ୍କୁ ନିଜର୍ ଜୀବନସାଥି ଭାବେ ବାଛିଛନ୍ କାଜଲ । ଖାଲି ନିଜର ଫ୍ୟାମିଲର କିଛି ଝନ୍ ବିହାଘରେ ସାମିଲ ହେବାକେ ଥିବାର ବେଲେ କୋଭିଡ ନିୟମ ମାନିକରି ବିହାଘର କରାଯାଉଛେ । ଗଲା କାଲି ତାଙ୍କର ମେହେନ୍ଦୀ ଆର ହଲ୍‌ଦି ରସମ ସରିଯାଇଥିବାର ବେଲେ ଆଝି ତାଙ୍କର ବିହାଘର ହେବାକେ ଯାଉଛେ । କାଜଲ ତାଙ୍କର କିଛି ଫଟୋ ଆର ଭିଡିଓ ସୋସିଆଲ ମିଡିଆନେ ସେୟାର କରିଛନ ଯେନଥି ତାଙ୍କୁ ପରିବାର ଲୋକଙ୍କର ସାଙ୍ଗେ ଡାନ୍ସ କରୁଥିବାର ଦେଖବାକେ ମିଲିଛେ ।

Leave A Reply

Your email address will not be published.