ଭାରତୀୟ ସେନା ଉପମୁଖ୍ୟ ହେବେ ଓଡ଼ିଆ ପୁଓ

ଲେଫ୍ଟେନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି ସେନା ଉପମୁଖ୍ୟ ଦାୟିତ୍ୱ ନେବେ

0

ଭାରତୀୟ ସେନାର ଉପମୁଖ୍ୟ ହେବେ ଓଡ଼ିଆ ପୁଓ ଚଣ୍ଡିପ୍ରସାଦ ମହାନ୍ତି । ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ଜୟବଡ଼ନେ ଚଣ୍ଡିପ୍ରସାଦ ମହାନ୍ତିକଁର ଜନମ୍ । ଇହାଦେ ସେ ସଦର୍ଣ୍ଣ କମାଣ୍ଡର କମାଣ୍ଡିଂ ଇନ୍ ଚିଫ୍ ରହିଛନ୍ । ଇହାଦେ ଭାରତୀୟ ସେନାନେ ଉପମୁଖ୍ୟ ଥିବାର ସତିନ୍ଦର କୁମାର ସାଇନି ଆଏବାର ୩୧ ତାରିଖନେ ଅବସର ନେବେ । ତାକଁର ଜାଗାନେ ଚଣ୍ଡି ପ୍ରସାଦ ମହାନ୍ତି ଇହାଦେ ଦାୟିତ୍ୱ ନେବେ ବଲି ସୂଚନା ମିଲିଛେ । ସେଆଡେ ପହେଲା କରି ଜନେ ଓଡ଼ିଆ ପୁଓ ସେନାନେ ଇ ପଦନେ ଦାୟିତ୍ୱ ନେବାକେ ଯାଉଛନ୍ । ଚଣ୍ଡିପ୍ରସାଦକୁଁ ନୂଆଁ ପଦ୍ ମିଲିଥିବାର ବେଲକେ ଇଟା ରାଜ୍ୟର ଲାଗି ଗୁଟେ ଗୌରବର କଥା । ଲେଫ୍ଟନାଣ୍ଟଶ୍ରୀ ମହାନ୍ତି ଦେଶର ୪୨ ନମ୍ବର ସେନା ଉପମୁଖ୍ୟ ହେବାକେ ଯାଉଛନ୍ । ଗଲା ବରଷ୍ ଜାନୁଆରୀ ୨୪ନେ ସେ ଭାରତୀୟ ସ୍ଥଳସେନାର ଦକ୍ଷିଣାଞ୍ଚଳ କମାଣ୍ଡର ମୁଖ୍ୟ ଭାବେ ଦାୟିତ୍ୱ ନେଇଥିଲେ । ଭାରତ ଚୀନ୍ ସୀମାନେ ଆତଙ୍କବାଦୀକଁର ବିରୁଧନେ ଶ୍ରୀ ମହାନ୍ତି ନେତୃତ୍ୱ ନେଇକରି ଅପରେସନ୍ ସଫଲ କରେଇଥିଲେ । ୨୦୧୬ ମେ ୭ନେ ରାଷ୍ଟ୍ରପତିକଁର ଠାନୁ ଅତିବିଶିଷ୍ଟ ସେବା ମେଡାଲ ପାଇଥିଲେ ସେ ।

Leave A Reply

Your email address will not be published.