ବାଲେଶ୍ୱର ଆର୍ ତିର୍ତୋଲ ଉପ-ନିର୍ବାଚନ୍‌, ଆଘେ ରହିଛେ ବିଜେଡି

0

ଓଡିଶାର୍ ଦୁଇଟା ବିଧାନସଭା ସିଟ୍ ବାଲେଶ୍ୱର ଆର୍ ତିର୍ତୋଲନେ ହେଇଥିବାର୍ ଉପ-ନିର୍ବାଚନର୍ ଆଏଜ୍‌କା ଭୋଟ୍‌ଗନତି ଚାଲିଛେ । ଇହାଦେତକର୍ ହେଇଥିବାର୍ ଗନତି ହିସାବେ ଦୁହି ସିଟ୍‌ନେ ବିଜୁ ଜନତା ଦଲ୍ ଆଘେ ରହିଛେ । ଭାରତୀୟ ଜନତା ପାର୍ଟି ଆର୍ କଂଗ୍ରେସ ଇହାଦେବି ଦୁଇ ଆର୍ ତିନ୍ ନମ୍ବର୍‌ନେ ଭହିଛନ୍ । ପୁରା ଭୋଟ୍ ଗନତି ସରଲା ପରେ ଯାକିର୍ ଇ ଦୁହି ସିଟ୍‌ନେ କିଏ କିଏ ଜିତଲେ ଯେ ଜନା ପଡବା ।

Leave A Reply

Your email address will not be published.