କଡାକଡି ଭାବେ ଗାଇଡଲାଇନ ଭିତରେ ହେଉଛେ ପୂଜା

ଗାଇଡଲାଇନ ଭିତରେ ପୂଜା କରବାର କେ ରାଜ୍ୟ ସରକାର ଦେଲେ ନିର୍ଦେଶ ।

0

ଇହାଦେ ପୁଜା ପାର୍ବଣ ଋତୁ ଚାଲି ଥିବାର ବେଲେ କରୋନା ସଂକ୍ରମଣ କେ ନେଇ କରି ବିଶେଷଜ୍ଞ ମାନେ ଇ ସମିୟା ନେ କରୋନା ର ପ୍ରକୋପ ବଢବାର ଆଶଂକା ରହିଛେ ବୋଲି କହିଛନ । ସେମାଙ୍କର କହେବାର ଅନୁସାରେ ଜେନତା ୟୁରୋପ ଆର୍ ଓନମ ଉତାରୁ କେରଳ ନେ କରୋନା ତାର କାୟା ବଢେଇ ଚାଲିଛେ ସେନତା ଓଡିଶା ନେ ବି ପୂଜା ସମିୟା ନେ ସତର୍କତା ରକ୍ଷା ନାଇ କଲେ କରୋନା ର ବିସ୍ତାର କେ ନାଇ ରୋକି ହୁଏ । ସେଥିର ଲାଗି ବୋଲି ରାଜ୍ୟ ନେ କରୋନା ର ବିସ୍ତାର କେ ରୋକବାର ଲାଗି ରାଜ୍ୟ ସରକାର କିଛିଟା ଗାଇଡଲାଇନ ଲାଗୁ କରିଛନ । ଆର୍ ଇତାକେ ନଜର ଥି ରଖିକରି ସବୁ ଜିଲ୍ଲା ର ଜିଲ୍ଲାପାଲ ,ଏସପି ଆର ଭବନେଶ୍ୱର ,କଟକ କମିସନରେଟ ପୁଲିସ ଆର ସବୁ ମହାନଗର ନିଗମ ର କମିସନର ମାନଙ୍କୁ ନିୟମ କେ କଡାକଡି ଭାବେ ଲାଗୁ କରବାର କେ ନିର୍ଦେଶ ଦେଇଛନ ରାଜ୍ୟ ସରକାର ,ରାଜ୍ୟ ର ମୁଖ୍ୟ ଶାସନ ସଚିବ ପି.କେ ମହାପାତ୍ର ଙ୍କୁ ଗୁଟେ ଚିଠି ମାଧ୍ୟମ ଥି ଜନେଇଥିଲେ ରାଜ୍ୟ ସରକାର । ଆର ଗଲା ୨୦ ତାରିଖ ନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସି ମାନଙ୍କୁ ବି ସଚେତନ ରହେବାର ଲାଗି ବାର୍ତା ଦେଇଥିଲେ । ଟିକା ଆସବାର ତକ ସବକୁ ସାବଧାନ ରହେବାର ଲାଗି କହିଛନ ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.