ଆମେରିକାର୍‌ ନୁଆ ରାଷ୍ଟ୍ରପତି ‘ଜୋ ବାଇଡେନ୍‌ ‘

କମଳା ହାରିସ୍‌ ହେଲେ ଉପରାଷ୍ଟ୍ରପତି

0

ରିପବ୍ଲିକାନ୍‌ ପାର୍ଥି ଡୋନାଲ୍ଡ ଟ୍ରମ୍ପ୍‌କୁଁ ହରେଇକରି ଜୋ ବାଇଡେନ୍‌ ନୁଆ ରାଷ୍ଟ୍ରପତି ହେବେ ବୋଲି ଘୋଷନା କରାଯାଇଛେ । ପେନସାଲଭାନିଆନେ ବାଇଡେନ୍‌ ଜିତବାର୍‌ ଉତାରୁ ସେ ନିଜର ଜିତ୍‌ ଘୋଷନା କରିଛନ୍‌ । ତାର ସାଙ୍ଗେ ଭାରତର ବଂଶୋଦ୍ଭବ କମଲା ହାରିସ୍‌ ଉପରାଷ୍ଟ୍ରପତି ହେବେ ଯିଏକି ଆମେରିକାର ପହେଲା ମହିଲା ଉପରାଷ୍ଟ୍ରପତି ହେବାରକେ ଯାଉଛନ୍‌ ।

ଡେମୋକ୍ରେଟିକ୍‌ ଦଲ୍‌ର ପାର୍ଥୀ ବାଇଡେନ ମେଜିକ୍‌ ନମ୍ବର୍‌ ୨୭୦ କେ ପାର୍‌ କରିକିନା ୨୭୩ ଭୋଟ୍‌ ପାଇକରି ନିଜର ଜିତ୍‌ ଘୋଷନା କରିଥିବାର ବେଲେ ରାଷ୍ଟ୍ରପତି ଟ୍ରମ୍ପ୍‌ ୨୧୪ ଇଲେକ୍ଟୋରାଲ୍‌ ଭୋଟ୍‌ ପାଇକରି ବାଇଡେନ୍‌ନୁ ହାରିଛନ । ବାଇଡେନ୍‌ ୫ଟା ରାଜ୍ୟର୍‌ ଭୋଟ୍‌ ଗନତିଥି ଆଗେ ରହିଛନ୍‌ ଆର୍‌ ଟ୍ରମ୍ପ୍‌ ‘ଏରିଜୋନା’ନେ ବାଇଡେନ୍‌ଙ୍କରନୁ ୩୮,୪୫୫ ଭୋଟ୍‌ନେ ପଛେ ରହିଛନ । ଜାର୍ଜିଆନେ ଭିଲ୍‌ ୪୨୨୪ ଭୋଟ୍‌ନେ ଟ୍ରମ୍ପ୍‌ ପଛେରହିଥିବାର ବେଲେ ‘ଜୋ’ ବାଇଡେନ୍‌ ୨୨ହଜାର ଭୋଟ୍‌ଥି ଟ୍ରମ୍ପ୍‌ଙ୍କରନୁ ଆଗେ ରହିଛନ । ହେଲେ ଟ୍ରମ୍ପ୍‌ ନିଜର ହାର୍‌କେ ନାଇ ମାନିକରି ଭୋଟ୍‌ ଗନତି ଉପରେ ପ୍ରଶ୍ନ୍‌ କରିଛନ୍‌ ତାଙ୍କର୍‌ କହେବାର ହିସାବେ ଭୋଟ୍‌ଦାନ୍‌ ରେ ଜାଲିଆତି ଆର୍‌ ଇ-ବ୍ୟାଲେଟ୍‌ ଷଡଯନ୍ତ୍ର ହେଇଛେ ଆର୍‌ ସେଥିର ଲାଗି ସେ କୋର୍ଟକେ ଯାଇଥିବାର ଜନାଯାଇଛେ ।

Leave A Reply

Your email address will not be published.