Browsing Tag

BJD

ବିଜୁ ପଟ୍ଟନାୟକକଁର ୧୦୫ ତମ୍ ଜନମ୍ ଜୟନ୍ତୀ

ଆଏଜ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକକଁର ୧୦୫ ତମ୍ ଜନମ୍ ଜୟନ୍ତୀ । ଇ ଅବସରନେ ଭିନ୍ ଭିନ୍ ଜାଗାନେ ସ୍ୱର୍ଗତ୍ ବିଜୁ ପଟ୍ଟନାୟକକଁର ଜୟନ୍ତୀ ପାଲନ୍ କରାଯାଇଛେ । ବିଜୁ ଜନତା ଦଲ ଆଡୁ ଭିଲ୍ ବିଜୁ ବାବୁକଁଣ ଜୟନ୍ତୀ ପାଲନ କରାଯାଇଛେ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ସୁନ୍ଦରଗଡ଼ ଯିବେ ମୁଖ୍ୟମନ୍ତ୍ରୀ

ଆଏବାର କାଲି ସୁନ୍ଦରଗଡ଼ ଯିବେ ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀକଁର ଗସ୍ତ ନେଇକରି ସବୁ ପ୍ରସ୍ତୁତି ଶେଷ୍ ଖେପେ ଥିବାର ବେଲକେ ଆଏବାର କାଲି ଭିନ୍ ଭିନ୍ ପ୍ରକଳ୍ପର ଲୋକାର୍ପଣ କରାବାର କାର୍ଯ୍ୟକ୍ରମ୍ ରହିଛେ । ପାଖାପାଖି ୬ ହଜାର ୮ଶହ କୋଟି ଟଙ୍କାର ଭେଟି ଦେବେ ମୁଖ୍ୟମନ୍ତ୍ରୀ ।…

ବିଜେଡିର ପ୍ରତିଷ୍ଠା ଦିବସ୍‌, ମହିଲା ସଶକ୍ତିକରଣକେ ମୁଖ୍ୟମନ୍ତ୍ରୀକଁର ଗୁରୁତ୍ୱ

ବିଜୁ ଜନତା ଦଲର ଆଏଜ୍ ୨୪ ନମ୍ବର ପ୍ରତିଷ୍ଠା ଦିବସ୍ । ଇ ଅବସରନେ ରାଜ୍ୟ ମୁଖ୍ୟାଳୟ ସାଙ୍ଗେ ରାଜ୍ୟର ସବୁ ନିର୍ବାଚନ ମଣ୍ଡଳୀ ମାନକେ ବିଜେଡି ପ୍ରତିଷ୍ଠା ଦିବସ୍ ପାଲନ୍ କରାଯାଉଛେ । ଭର୍ଚୁଆଲ୍ ମାଧ୍ୟମନେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମନେ ଯୋଗ ଦେଇଥିଲେ ।…

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦ୍ ଲାଗି ଅସିତ ତ୍ରିପାଠୀକୁଁ ଦାୟିତ୍ୱ

ନୂଆଁ ବରଷ୍‌ନେ ରାଜ୍ୟର ଉଚ୍ଚପ୍ରଶାସନିକ୍ ସ୍ତରନେ ବଣ୍ଟାଗଲା ଦାୟିତ୍ୱ । ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ନିଜ ପଦରୁ ଡିସେମ୍ବର ୩୧ ତାରିଖନେ ଅବସର ନେବାକେ ଯାଉଛନ୍ । ସେଆଡେ ଅସିତ ତ୍ରିପାଠୀକଁର ଉତାରୁ ୧୯୮୬ ବ୍ୟାଚ୍‌ର ଆଇଏସଏସ ଅଫିସର ତଥା ରାଜ୍ୟ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର…

ସର୍‌ପଂଚ ନୁ ମୁଖ୍ୟମନ୍ତ୍ରୀ ତକ୍ ସଭେ ଦେବେ ସମ୍ପତ୍ତିର୍ ତାଲିକା

ଆମର୍ ରାଏଜେ ସବୁଦିନ୍ ଗୁଟେ ଗୁଟେ ଦୁର୍ନୀତି ର୍ ଘଟନା ସାମ୍ନାକେ ଆସୁଛେ । ଆର୍ ଇ ଦୁର୍ନୀତି ଲାଗି ଆମର୍ ରାଏଜର୍ ବିକାଶ୍ ଦିଗେ ବହୁତ୍ ଅସୁବିଧା ହେଉଛେ । ହେଲେ ଇ ଦୁର୍ନୀତି କେ ବନ୍ଦ କରବାର୍ ଲାଗି ଆମର୍ ରାଜ୍ୟ ସରକାର୍ ବହୁତ୍ ବଡ ପଦକ୍ଷେପ୍ ନେଇଛନ୍ । ରାଏଜର୍ ସବୁ ନେତା, ମନ୍ତ୍ରୀ,…

ବାଲେଶ୍ୱର ଆର୍ ତିର୍ତୋଲ ଉପ-ନିର୍ବାଚନ୍‌, ଆଘେ ରହିଛେ ବିଜେଡି

ଓଡିଶାର୍ ଦୁଇଟା ବିଧାନସଭା ସିଟ୍ ବାଲେଶ୍ୱର ଆର୍ ତିର୍ତୋଲନେ ହେଇଥିବାର୍ ଉପ-ନିର୍ବାଚନର୍ ଆଏଜ୍‌କା ଭୋଟ୍‌ଗନତି ଚାଲିଛେ । ଇହାଦେତକର୍ ହେଇଥିବାର୍ ଗନତି ହିସାବେ ଦୁହି ସିଟ୍‌ନେ ବିଜୁ ଜନତା ଦଲ୍ ଆଘେ ରହିଛେ । ଭାରତୀୟ ଜନତା ପାର୍ଟି ଆର୍ କଂଗ୍ରେସ ଇହାଦେବି ଦୁଇ ଆର୍ ତିନ୍ ନମ୍ବର୍‌ନେ…