ଯେତେ ନିୟମ୍ ହେଲେ ବି ନାଇଁ ମାନବାର୍ ଅମାନିଆ ଲୋକ୍

0

ସୁନ୍ଦରଗଡ ଜିଲ୍ଲାନେ ଫିଦିନ୍ ବହାରୁଛନ୍ ୧୦୦ ଉପରେ କରୋନା ପଜିଟିଭ୍ । ଆଜି ୨୬୮ ବାହାରିଥିବାର୍ ବେଲକେ ଗଲାକାଲି ବାହାରିଛେ ୩୧୭ । ହେନ୍ତା ଏପ୍ରିଲ ୯ ତାରିଖ୍ ସୁନ୍ଦରଗଡନୁ ବାହାରିଛନ୍ ୩୫୫ କରୋନା ପଜିଟିଭ୍ । ସେନ୍ତା ୮ ତାରିଖ୍ନେ ସୁନ୍ଦରଗଡନୁ ୨୨୪ ବାହାରିଥିବାର୍ ବେଲକେ ୭ ତାରିଖ୍ ବାହାରିଥିଲା ୧୩୧ କରୋନା ପଜିଟିଭ୍ । ଖାଲି ସୁନ୍ଦରଗଡ ନାଇଁସେ ପଶ୍ଚିମ ଓଡ଼ିଶାର ବାକି ଜିଲ୍ଲା ମାନକୁଁ କେନ୍ତା ରହିଛେ ସ୍ଥିତି ଆର୍ ସ୍ଥାନୀୟ ପ୍ରଶାସନ୍ ଆଡୁ କାଣା କରାଯାଉଛେ ଜାନମା ଇ ଭିଡିଓନେ

Leave A Reply

Your email address will not be published.