ଆଏବାର ୧୯ନେ ଶୁଲିଆଯାତ୍ରା

ଫେର ରକତ୍‌ଥି ଭିଜବା ଖଇରଗୁଡା ମାଏଟ୍‌, ଶୁଲିଆ ଯାତ୍ରା ପ୍ରସ୍ତୁତି ଲାଗି ବସଲା ଦେହରୀମାନକଁର ବୈଠକ୍ 

0

ଆଏବାର ୧୯ ତାରିଖନେ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ୍‌ର ନାଁକରା ଶୁଲିଆ ଯାତ୍ରା ହେବାକେ ଯାଉଛେ । ଯାତ୍ରାର ପ୍ରସ୍ତୁତି ନେଇକରି କୁଲତାପଡ଼ା ପଂଚାୟତ୍ ମୁଡପଡା ଗାଁନେ ଗୁଟେ ବୈଠକ ହେଇଯାଇଛେ । ଇ ବରଷ୍ କରୋନା ଡର ଥିବାର ବେଲକେ କୋଭିଡ୍ ଗାଇଡ୍ ଲାଇନ୍ ହିସାବେ ଯାତ୍ରା କରାଯିବାର ନେଇକରି ନିଷ୍ପତ୍ତି ନିଆଯାଇଛେ । ସେଆଡେ ବୈଠକନେ ପ୍ରଶାସନ ଆଡୁ କେନସି ଅଧିକାରୀକଁର ବିନା ଦେହରିମାନକଁର ଭିତରେ ବୈଠକ ହେଇଥିଲା । ଖଇରଗୁଡ଼ା ଆର କୁମୁରିଆ ଶୁଲିଆ ଖଳାର ଦେହରୀମାନେ ବୈଠକନେ ଉପସ୍ଥିତ ରହିଥିଲେ । ଫି ବରଷ୍ ଶୁଲିଆ ଯାତ୍ରାନେ ହଜାର ହଜାର ପଶୁ ପକ୍ଷୀକଁର ବଲି ଦିଆଯାଇଥିସି ଆରୁ ରକତ୍‌ଥି ଉଦା ହେସି ଖଇରାଗୁଡ଼ା ମାଏଟ୍ । ବଲି ପରମ୍ପରା ବନ୍ଦ କରବାର ଲାଗି ଆଘୋନୁ ବହୁତ୍ ଥର ପ୍ରଶାସନ୍ ଅଟକେଇ ଆସିଥିଲେ ଭିଲ୍ ଇଟା ଚାଲିଆସୁଛେ ।

Leave A Reply

Your email address will not be published.