ଖ୍ରୀଷ୍ଟମାସନେ ରିଲିଜ ହେବା ଫିଲ୍ମ ‘୮୩’

0

ଖୋବ ଜଲଦି ବଡ଼ ପରଦାନେ ଆସବାକେ ଯାଉଛେ ଫିଲ୍ମ ୮୩ । ଆଏବାର ଖ୍ରୀଷ୍ଟମାସନେ ଫିଲ୍ମଟା ମୁକ୍ତିଲାଭ କରବାକେ ଯାଉଛେ । ଫିଲ୍ମଥି ବଲିଉଡ ଷ୍ଟାର ଯୋଡି ରଣବୀର ସିଂ ଆର ଦୀପିକା ପାଦୁକୋନ୍ ନଜର ଆସବେ । ପହେଲାର ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ କପିଲ ଦେବଙ୍କର ଉପରେ ଫିଲ୍ମଟା ପରିବେଶିତ ରହିଛେ । ୧୯୮୩ନେ ଭାରତୀୟ କ୍ରିକେଟ ଦଳ ଜିତିଥିବାର ବିଶ୍ୱକପ୍ ଉପରେ ଆଧାରିତ । ରଣବୀର ସିଂ କପିଲ ଦେବ ଆର ସ୍ତ୍ରୀ ରୋମି ଦେବଙ୍କର ରୋଲ ନିଭାବେ ଦୀପିକା ପାଦୁକୋନ୍ । ଫିଲ୍ମ ରିଲିଜ ଲାଗି ସ୍ଥିର ହେଇଥିବାର ତାରିଖନେ କିଛିଟା ସମସ୍ୟା ଆସିଥିଲେ ଭିଲ ସ୍ଥିର ହେଇଥିବାର ଡେଟ୍‌ରେ ହି ଫିଲ୍ମ ରିଲିଜ ହେବାର ନେଇକିନା ନିଷ୍ପତ୍ତି ନିଆଯାଇଛେ ।

Leave A Reply

Your email address will not be published.