ଦିଲୀପ ରାୟଙ୍କୁ ୩ ବଛର ଜେଲ୍ ଦଣ୍ଡାଦେଷ

କୁଇଲା ବ୍ଲକ୍ ଆବଂଟନନେ ଅନିୟମିତତା ଆର ଦୁର୍ନୀତି ମାମଲାର ଦଣ୍ଡାଦେଷ ଶୁଣାଲେ କୋର୍ଟ

0

ପହେଲାର କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ୩ ବଛର ଜେଲ ଦଣ୍ଡାଦେଶ ଶୁନେଇଛନ୍ । ଆର ଇତାର ସାଙ୍ଗେ ୧୦ ଲାଖ୍ ଟଙ୍କାର ଜରିମାନା କରିଛନ୍ । କୁଇଲା ବ୍ଲକ୍ ଆବଂଟନନେ ଅନିୟମିତତା ଆର ଦୁର୍ନୀତି ମାମଲାନେ ସିବିଆଇର ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଦଣ୍ଡାଦେଶ ଶୁନେଇଛନ୍ । ଇ ମାମଲାନେ ଦୁଷୀ ସାବ୍ୟସ୍ତ୍ୟ ହେଇଥିବାର ଆର ଦୁଇ ଝନ ପହେଲାର ସରକାରୀ ଅଧିକାରୀଙ୍କୁ ଭିଲ ୩ ବଛର ଜେଲ ଦଣ୍ଡାଦେଶ ଆର ୧୦ ଲାଖ୍ ଟଙ୍କା ଜରିମାନା ଶୁନେଇଛନ୍ । ସେମାନେ ହେଲେ କୁଇଲା ମନ୍ତ୍ରଳାୟର ଦୁଇଝନ୍ ପହେଲାର ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଆର ନିତ୍ୟାନନ୍ଦ ଗୌତମ, କାଷ୍‌ଟ୍ରନ୍ ଟେକ୍ନୋଲୋଜି ଲିମିଟେଡର ନିର୍ଦ୍ଦେଶକ ମହେନ୍ଦ୍ର ଅଗ୍ରୱାଲଙ୍କୁ ଦୋଷୀ ସାବ୍ୟସ୍ତ କରିକିନା ଦଣ୍ଡାଦେଶ ଦେଇଛନ୍ ।

୧୯୯୯ ସାଲେ ଝାଡଖଣ୍ଡର ଗିରିଡିହସ୍ଥିତ ବ୍ରହ୍ମାଡିଆ କୁଇଲା ଖଣି ଆବଂଟନନେ ହେଇଥିବାର ଅନିୟମିତତା ମାମଲାନେ କୋର୍ଟ ଦୁଷୀଙ୍କୁ ଦଣ୍ଡ ଶୁନେଇଛନ । ଅକ୍ଟୋବର ୬ ତାରିଖନେ ସ୍ୱତନ୍ତ୍ର ସିବିଆଇ କୋର୍ଟ ପହେଲାର କେନ୍ଦ୍ର କୁଇଲା ରାଷ୍ଟ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କର ସାଙ୍ଗେ ୪ ଝନ୍ ଅଭିଯୁକ୍ତଙ୍କର ବିରୁଧନେ ଦଣ୍ଡ ଶୁଣାଣୀ କରାଯାଇଛେ । ଗଲା ଅକ୍ଟେବର ୬ ତାରିଖନେ ସ୍ୱତନ୍ତ୍ର ସିବିଆଇ କୋର୍ଟ ଦୁଷୀ ସାବ୍ୟସ୍ତ୍ୟ କରିଥିବାର ବେଲେ ଆଝି ମାମଲାନେ ଦଣ୍ଡ ଶୁଣାଣି କରିଛନ୍ ।

Leave A Reply

Your email address will not be published.