ସମ୍ବଲପୁରନେ ବଢୁଛନ୍ କରୋନା ପଜିଟିଭ୍

0

କରୋନାର ଦୁଇ ନମ୍ବର ଲହରନେ ଅଏତକା ସଂକ୍ରମଣ ହେଉଛନ୍ ଲୋକ୍ । ଗଲା ବଛର ହିସାବେ ଯଦି ଦେଖମା ଇ ବଛର ପଜିଟିଭ୍ କେସ୍ ବଢି ବଢି ଚାଲିଛେ । କରୋନା ବେମାର ଲାଗି ପୋକ ମାଛି ଲେଖେଁ ରୋଗୀକଁର ଜୀବନ୍ ଭିଲ୍ ଯାଉଛେ । ଦେଶର ସ୍ଥିତି ସାଂଘାତିକ୍ ଥିବାର ବେଲକେ ଓଡ଼ିଶାନେ ଭିଲ୍ କରୋନା କାୟା ମେଲେଇ ମେଲେଇ ଚାଲିଛେ । ଆଉ ପଶ୍ଚିମ ଓଡ଼ିଶା କରୋନା ହବ୍ ବନିଛେ । ସୁନ୍ଦରଗଡ଼ନେ ଦୈନିକ୍ ସଂକ୍ରମଣ ହଜାରେ ପାଶ୍ ପାଶ୍ ପୁହୁଞ୍ଚିଥିବାର ବେଲକେ ସମ୍ବଲପୁର ଜିଲ୍ଲାନେ ଇହାଦେ ଦୈନିକ୍ ସଂକ୍ରମଣ ୩ଶହ ଉପରକେ ରହୁଥିବାର ଦେଖବାର ଲାଗି ମିଲୁଛେ । ପହେଲାନୁ ଦୁଇଟା ଶହେ ତଲକେ ରହୁଥିବାର ସଂଖ୍ୟା ଇହାଦେ ୩ଶହ ପାର କରୁଥିବାରନୁ ଇଟା ଚିନ୍ତା ବଢେଇଛେ । ସମ୍ବଲପୁରର କରୋନା ସ୍ଥିତି କେନ୍ତା କାଣା ରହିଛେ ଜାନମା ପହରାର ଆଜିର ଇ ଭିଡିଓନେ ।

Leave A Reply

Your email address will not be published.