ଭୁଟାନ୍‌କେ କରୋନା ଟିକା ପଠାଲା ଭାରତ

ବୁଧବାର ୧.୫ ଲାଖ୍ ଡୋଜ୍ ‘କୋଭିସିଲ୍ଡ୍ ଟିକା’ ପଠାଯାଇଛେ ଭୁଟାନକେ

0

ଭୁଟାନ୍‌କେ କରୋନା ଟିକା ପଠାଲେ ଭାରତ ସରକାର । ଆଏଜ ସକାଲେ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ୍ ମନ୍ଦରନୁ ଭୁଟାନ୍ ପଠାଯାଇଛେ କୋଭିଡ୍ ଟିକା । ୧.୫ ଲାଖ୍ ଡୋଜ୍ ‘କୋଭିସିଲ୍ଡ୍‌’ ଟିକା ପଠାଯାଇଥିବାର ନେଇକରି ସୂଚନା ରହିଛେ । ‘ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ଉତ୍ପାଦିତ୍ କୋଭିଡ୍ ଟିକା ଭାରତ ସରକାର ପଠେଇଥିବାର ବେଲକେ ପହେଲା କରି ଭୁଟାନ୍‌କେ ଇ ଉପହାର ମିଲିଛେ । ସେଆଡେ ଭିନ୍ ଭିନ୍ ରାଷ୍ଟ୍ରର ସ୍ୱାସ୍ଥ୍ୟସେବା ଆବଶ୍ୟକତା ପୂରା କରବାର କ୍ଷେତ୍ରନେ ଭାରତ ଗୁଟେ ବିଶ୍ୱସନୀୟ ରାଷ୍ଟ୍ର ଭାବେ ଗୌରବ ଅର୍ଜନ୍ କରିଥିବାର କହିଛନ୍ ପ୍ରଧାମନ୍ତ୍ରୀ ମୋଦି । ପହେଲାକରି ଭୁଟାନ୍‌କେ ଟିକା ପଠାଯାଇଥିବାର ବେଲକେ ଆଏବାର ଦିନେ ବାକି କିଛିଟା ଦେଶକେ ଭିଲ୍ କରୋନା ଟିକା ଭାରତ ସରକାର ପଠାବେ । ଇତାର ଆଘୋନୁ ଭିଲ୍ ଭାରତ ଆଡୁ ଭୁଟାନ୍ ୟକେ ୨.୮ କୋଟି ଟଙ୍କାର ଅତ୍ୟାବଶ୍ୟକ ଉଷୋ ଆରୁ ଡାକ୍ତରୀ ସାମାନ୍ ପଠାଯାଇଛେ ।

Leave A Reply

Your email address will not be published.