ପହେଲା ଟି-୨୦: ହାରିଗଲା ଭାରତ

0

ଭାରତ ଆର୍ ଇଂଲଣ୍ଡ ଭିତ୍‌ରେ ମୂଲ୍ ହେଇଥିବାର୍ ଟି-୨୦ ସିରିଜ୍‌ର ପହେଲା ମ୍ୟାଚ୍‌ନେ ଭାରତ୍ ଇଂଲଣ୍ଡ ଠାନୁ ୮ ୱିକେଟ୍‌ନେ ହାରି ଯାଇଛେ । ଭାରତ ୨୦ ଓଭର୍‌ରେ ୭ ୱିକେଟ୍‌ନେ ୧୨୪ କରିପାରିଥିଲା । ଇ ଟାର୍ଗେଟ୍ କେ ଇଂଲଣ୍ଡ ବହୁତ୍ ସହଜ୍‌ନେ ୨ ଟା ୱିକେଟ୍ ନେ କରିନେଇଥିଲା ଆର୍ ଭାରତ୍ ମ୍ୟାଚ୍ ହାରିଯାଇଥିଲା ।


ଅହମଦାବାଦନେ ନରେନ୍ଦ୍ର ମୋଦି ଷ୍ଟାଡିୟମ୍ ନେ ମୂଲ୍ ହେଇଥିଲା ଭାରତ ଆର୍ ଇଂଲଣ୍ଡ ଭିତ୍‌ରେ ଟି-୨୦ ସିରିଜ୍ । ପହେଲା ମ୍ୟାଚ୍‌ନେ ଇଂଲଣ୍ଡ ଟସ୍ ଜିତିକରି ବୋଲିଂ କର୍‌ବାର୍‌କେ ଫଏସଲା କରିଥିଲା । ତ ଭାରତର ଓପନ୍‌ିଂ ବ୍ୟାଟ୍ସମ୍ୟାନ୍ ହିସାବେ ଶିଖର ଧୱନ ଆର୍ କେ.ଏଲ୍ ରାହୁଲ୍ ପହେଲା ବ୍ୟାଟିଂ କର୍‌ବାର୍ ଲାଗି ଆସିଥିଲେ । ବାକି ଭାରତର ଆରମ୍ଭ ହିଁ ଖରାପ୍ ହେଇଥିଲା ଆର୍ ୨୦ ରନ୍ ନେ ୩ ଜନ୍ ବ୍ୟାଟ୍ସମ୍ୟାନ୍ ଆଉଟ୍ ହେଇଯାଇଥିଲେ । ଭାରତ ଆଡୁ ଶ୍ରେୟସ ଆୟାର୍ ୬୭ ରନ୍ କରିଥିଲେ ବାକି ୨୦ ଓଭର୍‌ନେ ୧୨୪ ରନ୍ ହେଇ ପାରିଥିଲା ।


ଇ ଟାର୍ଗେଟ୍ କେ ଇଂଲଣ୍ଡ ଦଲ୍ ବହୁତ୍ ସହଜ୍‌ନେ ହାସଲ୍ କରିନେଇଥିଲା । ତାଁକର୍ ଦଲ୍ ଆଡୁ ଜେସନ୍ ରଏ ବହୁତ୍ ଆକ୍ରାମକ୍ ହିସାବେ ବ୍ୟାଟିଂ କରିକି ୪୯ ରନ୍ କରିଥିଲେ । ବାକି ତିନିହ୍ ବ୍ୟାଟ୍ସମ୍ୟାନ୍ ବି ବହୁତ୍ ଭଲ୍ ବ୍ୟାଟିଂ କରିଥିଲେ । ସେଥିର୍ ଲାଗି ଇଂଲଣ୍ଡ ୧୫ ଓଭର୍ ଆର୍ ୩ଟା ବଲ୍‌ନେ ମ୍ୟାଚ୍ ଜିତି ଯାଇଥିଲା ।


ଭାରତ ପହେଲା ଟି-୨୦ନେ ରୋହିତ୍ ଶର୍ମାକୁଁ ବିଶ୍ରାମ୍ ଦେଇକରି ତାଁକର୍ ଜାଗାନେ ଶିଖର୍ ଧୱନ୍‌କୁଁ ଖେଲେଇଥିଲା । ୩ ଜନ୍ ସ୍ପିନର୍‌କୁଁ ନେଇକରି ଖେଲ୍‌ବାର୍‌କେ ଉତ୍‌ରିଥିଲା ଭାରତ୍ । ବାକି ଭାରତର ଇ ସବୁ ପ୍ଲାନ୍ କେତେଦୁର୍ କାମ୍‌କରିଥିଲା ସେଟାକେ ନେଇକରି ଇହାଦେ ବହୁତ୍ ଚର୍ଚ୍ଚା ଚାଲିଛେ । ଆଏବାର୍ ମ୍ୟାଚ୍‌ନେ ଭାରତ ଜିତ୍‌ବାର ଲାଗି କେନ୍ତା କାଣା ପ୍ଲାନ୍ କରବା ସେଟା ଦେଖ୍‌ବାର୍‌କେ ରହେଲା ।

Leave A Reply

Your email address will not be published.