ଲକଡାଉନ୍ ଥି ଘରେ ଥିଲେ ବି ଏନ୍ତା ବହୁତଟେ କାମ୍ କରିପାରବେ

0

କରୋନା କାଲନେ ନିଜର ଦେହେ ଧିଆନ୍ ରଖବାର ଟା ଜରୁରୀ , ତାର ସାଙ୍ଗେ ନିଜର ମନ୍ ଭଲ ରହେବାରଟା ଆହୁରି ଜରୁରୀ । କେନ୍ତା ସମିଆଁ ଆସିଛେ ମୁନୁଷ୍ ସବୁବେଲେ ଟିକେ ଫୁରଶତ୍ ଖୁଜସି, ହେଲେ ଫୁରଶତ୍ ସମିଆଁକେ ଯେନ୍ ହିସାବେ ଲୋକ୍ କାଟବାରକେ ଚାହେଁସନ୍ , ସେ ହିସାବେ ଇହାଦେ କାଟି ନାଇଁ ପାରନ୍ । ହେଲେ ଘରେ ରହେଲେ ବି ଆପଣ କେନ୍ତା କରି ସମିଆଁ କାଟିପାରବେ, କାଣା କଲେ ଆପଣକଁର୍ ମନ୍ ଖୁସ୍ ରହେବା, ଇନେଇ ଡାକ୍ତର କାଣା କହୁଛନ୍ ଜାନମା

Leave A Reply

Your email address will not be published.