ଯଦି ରହୁଛନ୍ ପଦମପୁରନେ ମାନବାରକେ ପଡବା ଇ ସବୁ ନିିୟମ୍

0

ଦିନ୍ କେ ଦିନ୍ ବଢୁଥିବାର୍ କୋଭିଡ ପଜିଟିଭ୍କଁର୍ ସଂଖ୍ୟା ଇହାଦେର ସରକାର ଆର୍ ପ୍ରଶାସନ୍ ଦୁହିକଁର୍ ଚିନ୍ତା କାରନ୍ ପାଲଟିଥିବାର୍ ବେଲକେ ଲୋକ୍ ମାନକଁର ଭିତରେ ଗୁଟେ ଡର ଦେଖାଦେଇଛେ । ସବୁ ଜିଲ୍ଲାନେ ଇହାଦେ ବଢୁଛେ କରୋନା ରୋଗୀକଁର୍ ସଂଖ୍ୟା । ତ ଆଜିର ଭିଡିଓନେ ଜାନମା ବରଗଡ ଜିଲ୍ଲା ପଦମପୁର ଅଞ୍ଚଲନେ କାଣା ଅଛେ ସ୍ଥିତି ।

 

Leave A Reply

Your email address will not be published.