ରାଏଜେ କମୁଛେ କରୋନା ମାମଲା

ଓଡ଼ିଶାନେ କମିଛେ କରୋନା ପଜିଟିଭ୍ କେସ୍

0

ରାଏଜେ କମୁଛେ ସଂକ୍ରମଣ ସଂଖ୍ୟା । ଗଲା କିଛି ଦିନ ହେଲା ଓଡ଼ିଶାନେ କରୋନା ପଜିଟିଭ୍ ସଂଖ୍ୟା କମିଥିବାର ଝନାପଡିଛେ । ଆକ୍ରାନ୍ତଙ୍କର ସଂଖ୍ୟା ଗଲା ୧୦ ଦିନ ଭିତରେ କମିଥିବାର ବେଲେ ିଟା ଆଗକେ ଆହୁରି କମିପାରେ ବଲି ଆଶା କରାଯାଉଛେ । ମିଲିଥିବାର ରିପୋର୍ଟ ହିସାବେ ଗଲା ୧୦ ଦିନ ଭିତରେ କରୋନା ପଜିଟିଭ୍ ସଂଖ୍ୟା ୮.୫୩%ନୁ କମିକିନା ୬.୪୩% ରହିଛେ । ସେନ୍ତା ଗଲା ୧୦ ଦିନେ ଫିଦିନ୍‌ର ସଂକ୍ରମଣ ମାମଲା ଦେଖଲେ ଇଟା ୪,୪୧୨ନୁ କମିକରି ଇହାଦେ ରହିଛେ ୨ହଜାର ୮୩୩ । କରୋନା ଆକ୍ରାନ୍ତଙ୍କର ସଂଖ୍ୟା ଦିନକେ ଦିନ ଏତକର କମବାର ଲାଗିଥିବାର ବେଲେ ନିୟନ୍ତ୍ରଣ ହେବା ବଲି ଆଶ କରାଯାଉଛେ । ରାଏଜେ ଜହ ସଂକ୍ରମଣ ଦେଖାଦେଉଥିବାର ଇଲାକା ଗଂଜାମ, ଖୋର୍ଦ୍ଧା, କଟକନେ ଭିଲ ସଂକ୍ରମଣ କମିଥିବାର ଝନାପଡିଛେ । ଦେଶେ ଭିଲ କରୋନା ମାମଲା ଦେଖବାକେ ଗଲେ ଆକ୍ରାନ୍ତଙ୍କର ମରନ୍ ସଂଖ୍ୟା କମିଥିବାର ଦେଖବାକେ ମିଲିଛେ ।

Leave A Reply

Your email address will not be published.