ସମ୍ବଲପୁରର ନୂଆଁ ଭିଜିଲାନ୍ସ ଏସ୍‌ପି ସାରା ଶର୍ମା

ସମ୍ବଲପୁରର ଟୁକେଲ ଦାୟିତ୍ୱ ନେଲେ ସମ୍ବଲପୁର ଭିଜିଲାନ୍ସ ବିଭାଗର

0

ସମ୍ବଲପୁର ଭିଜିଲାନ୍ସ ବିଭାଗର ଏସ୍‌ପି ହିସାବେ ଯୋଗ ଦେଇଛନ୍ ସାରା ଶର୍ମା । ସମ୍ବଲପୁରର ଟୁକେଲ ଆରୁ ପଶ୍ଚିମ ଓଡ଼ିଶାର ପହେଲା ମହିଲା ଆଇପିଏସ୍ ଅଧିକାରୀ ଭାବେ ଜନା ସାରା ୨୦୧୦ ବେଚ୍‌ର । ସେ ଇତାର ଆଘୋନୁ ଗଜପତି ଏସ୍‌ପି ହିସାବେ ଦାୟିତ୍ୱ ଭାର ନେଇଥିଲେ । ଗଜପତିନେ କାମ୍ କରବାର ସମିଆଁନେ ତାକଁର ଭଲ୍ କାମ୍ ଲାଗି ସେ ଚର୍ଚ୍ଚାନେ ଥିଲେ । ଇତାର ଉତାରୁ କଟକ ମୁଖ୍ୟାଲୟକେ ଭିଲ୍ ବଦଲି ହେଇଥିଲେ ସାରା । ଗଲା ୧୬ ତାରିଖନେ ସମ୍ବଲପୁରନେ ଥିବାର ଏସ୍‌ପି ସୁବାସ୍ ସ୍ୱାଇଁକୁଁ ରାଉରକେଲାକେ ବଦଲି କରାଯାଇଥିବାର ବେଲେ ସାରା ଶର୍ମା ଇହାଦେ ଇଠାନେ ଦାୟିତ୍ୱ ନେଇଛନ୍ । ଭିଜିଲାନ୍ସ ବିଭାଗ ଏସ୍‌ପି ହିସାବେ ଦାୟିତ୍ୱ ନେଲା ଉତାରୁ ସେ ଦୁର୍ନିତୀ ବିରୁଧନେ ଲଢବେ ବଲି କହିଛନ୍ ।

Leave A Reply

Your email address will not be published.